Webportal
Browsing Category

Current

ହାଇକୋର୍ଟଙ୍କ ରାୟ :ଅନୁଗୁଳ ଜିଲ୍ଲାପାଳଙ୍କ ସହିତ ଦୁଇ ଅଧିକାରୀଙ୍କ ଦରମା ବନ୍ଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କ୍ଷତିପୂରଣ ନ ଦେବା ଯାଏ ଅନୁଗୁଳ ଜିଲ୍ଲାପାଳଙ୍କ ସହିତ ଦୁଇ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ । ଜଳସେଚନ ପ୍ରକଳ୍ପ ପାଇଁ ୬୦ ବର୍ଷ ତଳେ ଜମି ହରାଇଥିଲେ ୧୮୮…
Read More...

ଡାକ୍ତରୀମାଇନା ପାଇଁ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ୧୨ ଘଣ୍ଟା ଧରି ଡାକ୍ତରଖାନାରୁ ଡାକ୍ତରଖାନା ବୁଲାଇଲା ପୁଲିସ୍

ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତରୀମାଇନା ପାଇଁ ପୁଲିସ ମହିଳା ଜଣକୁ ଗାଡ଼ିରେ ବସାଇ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ହେବା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ଦୁଷ୍କର୍ମ ପୀଡିତା ମହିଳାଙ୍କୁ ଧରି ପୁଲିସ ନିର୍ଦ୍ଦିଷ୍ଟ ଡାକ୍ତରଖାନାକୁ ନଯାଇ ଏପଟ ସେପଟ ହେବା କେତେଦୂର ଯଥାର୍ଥ…
Read More...

ମୋଦିଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରୀ:ଟ୍ୱିଟର ଓ ୟୁଟ୍ୟୁବକୁ ଲିଙ୍କ ହଟାଇବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୨୦୦୨ ମସିହା ଗୁଜରାଟ ଦଙ୍ଗା ଉପରେ ବିବିସି ତିଆରି କରିଥିବା ବିବାଦୀୟ ଡକ୍ୟୁମେଣ୍ଟାରୀକୁ ନେଇ ଭାରତରେ ହଇଚଇ ସୃଷ୍ଟି ହୋଇଛି। ଏହାରି ମଧ୍ୟରେ ବିବିସି ଡକ୍ୟୁମେଣ୍ଟାରୀର ଲିଙ୍କକୁ ସୋଶାଲ ମିଡିଆରୁ ତୁରନ୍ତ ହଟାଇବାକୁ ଟ୍ୱିଟର ଓ ୟୁଟ୍ୟୁବକୁ ନିର୍ଦ୍ଦେଶ…
Read More...

ବିହାର ଜାତିଭିତ୍ତିକ ଜନଗଣନା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ: ଶୁଣାଣି କରିବାକୁ ମନାକଲେ ଖଣ୍ଡପୀଠ

ବିହାରରେ ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନକୁ ଆଜି କୋର୍ଟ ଶୁଣାଣି ପାଇଁ ଗ୍ରହଣ କରିନାହାନ୍ତି। ଏହାକୁ ‘ପବ୍ଲିସିଟି ଇଣ୍ଟ୍ରେଷ୍ଟ ଲିଟିଗେସନ୍‌’ (ପ୍ରଚାର ସ୍ବାର୍ଥ ସମ୍ବଳିତ ମକଦ୍ଦମା) କହି କୋର୍ଟ ଉକ୍ତ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।…
Read More...

ମଣ୍ଡିରେ ଧାନ ବିକ୍ରି ନ ହେବାରୁ ଚାଷୀ ଗଞ୍ଜେଇ ଚାଷ କରିବାକୁ ଜିଲ୍ଲାପାଳଙ୍କୁ ମାଗିଲେ ଅନୁମତି

ଗଞ୍ଜେଇ ଚାଷ ବେଆଇନ୍ । କେହି ଗଞ୍ଜେଇ ଚାଷ କଲେ ପୋଲିସ ହେଉ କି ଅବକାରୀ ବିଭାଗ ଚାଷ ନଷ୍ଟ କରିବା ସହ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥାଏ । କିନ୍ତୁ ବଲାଙ୍ଗିରର ଜଣେ ଚାଷୀ ଗଞ୍ଜେଇ ଚାଷ ପାଇଁ ଅନୁମତି ମାଗିଛନ୍ତି । ତାହା ପୁଣି ଖୋଦ୍ ଜିଲ୍ଲାପାଳଙ୍କୁ । ଆଶ୍ଚର୍ଯ୍ୟ…
Read More...

ଅଶ୍ଳୀଳ ଟିପ୍ପଣୀ ପାଇଁ ଚର୍ଚ୍ଚାରେ ଝିଅ : ଲୋକଲଜ୍ଜା ପାଇଁ ଗାଁ ଛାଡ଼ିଲେ ବାପା-ମା’

ଆଲବମ୍‌ ଅଭିନେତ୍ରୀ ନିଶା ମହାରଣା ଓରଫ ମଳିକ ଗଣମାଧ୍ୟମରେ କିଛିଦିନ ହେବ ନିଜର ଅଶ୍ଳୀଳ ଟିପ୍ପଣୀ ପାଇଁ ଚର୍ଚ୍ଚାରେ ଅଛନ୍ତି। ଶସ୍ତା ଲୋକପ୍ରିୟତା ପାଇବା ନିଶା ଯୋଗୁଁ ସେ ଦେଉଥିବା ଅରୁଚିକର ମନ୍ତବ୍ୟ ପାଇଁ ସାମାଜିକ ଜୀବନ ବିଶୃଙ୍ଖଳିତ ହେଉଥିବା ଅଭିଯୋଗରେ ତାଙ୍କ ନାଁ ରେ ମାମଲା ରୁଜୁ ହୋଇଛି…
Read More...

ନୀତିନିୟମକୁ ଠେଙ୍ଗା ! ବିନା ଅନୁମତିରେ ଜଙ୍ଗଲରେ ପାଇପ ବିଛାଉଛି ଜିନ୍ଦଲ : ବନବିଭାଗର ଚଢାଉ, ଜେସିବି ମେସିନ ଅଟକ

ବଡବିଲ ଠାରୁ ଅନୁଗୁଳ ପର୍ଯ୍ୟନ୍ତ ପାଇପ ଯୋଗେ ଆଇରନ ନେବାପାଇଁ ଜିନ୍ଦଲ କମ୍ପାନୀକୁ ଓଡିଶା ସରକାରଙ୍କ ଠାରୁ ଅନୁମୋଦନ ମିଳିଛି। ଟେଣ୍ଡର ଅନୁସାରେ ବଡବିଲ ଯୋଡା କେନ୍ଦୁଝର ଦେଇ ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକର ଦୁର୍ଗମ ଅଞ୍ଚଳ ନଗିରା ଓ ପାଳଲହଡା ମଧ୍ୟ ଭାଗ ଦେଇ ଅନୁଗୁଳ ଜିନ୍ଦଲ କମ୍ପାନୀ ଯାଏ…
Read More...

ତାମିଲନାଡୁରେ ସରକାରୀ ଚାକିରି ପାଇଁ ତାମିଲ ଭାଷା ଜାଣିବା ବାଧ୍ୟତାମୂଳକ, ବିଧାନସଭାର ଅନୁମୋଦନ

ତାମିଲନାଡୁ ସରକାରଙ୍କ କୌଣସି ବିଭାଗରେ ଚାକିରି ପାଇଁ ଏଣିକି ତାମିଲ ଭାଷା ଜାଣିବା ବାଧ୍ୟତାମୂଳକ। ତାମିଲ ନ ଜାଣିଥିଲେ ତାମିଲନାଡୁରେ ସରକାରୀ ଚାକିରି କରିପାରିବେ ନାହିଁ ଆଶାୟୀ। ସରକାରୀ ଚାକିରି ଆଶାୟୀଙ୍କୁ ଭର୍ତ୍ତି ପରୀକ୍ଷାରେ ତାମିଲ ଭାଷାର ବିଷୟ ପାସ କରିବାକୁ ପଡିବ । ତାମିଲନାଡୁ…
Read More...