ଡିଏନ ଗ୍ରୁପ ରେ ଲାଗିଥିବା ଟଙ୍କା କାହାର; ସନ୍ଦେହ ଘେରରେ କିଛି କ୍ଷମତାସୀନ ଅଧିକାରୀ ନେତା
ଆଜି ଚତୁର୍ଥ ଦିନରେ ମଧ୍ୟ ଜାରି ରହିଛି ଡିଏନ ଗ୍ରୁପ ଉପରେ ଆୟକର ବିଭାଗର ଚଢଉ। ଏତେ ପରିମାଣର ଅର୍ଥ ବିନିଯୋଗ ଦେଖି ରାଜ୍ୟ ଆବା କାବା। କେଉଁଠୁ ଆସିଲା ଏତେ ଅର୍ଥ। ଚର୍ଚ୍ଚା ଆରମ୍ଭ ଯେ କିଛି ପ୍ରଶାସନିକ ଅଧିକାରୀ ଏବଂ ନେତା ନିଜର କଳା ଟଙ୍କା ସେଠାରେ ବିନିଯୋଗ କରିଛନ୍ତି।
ମହର୍ଷି କଲେଜ…
Read More...
Read More...