ସୋଇଥିବା ବେଳେ କାନ୍ଥ ଭାଁଙ୍ଗୀ ଜଣେ ମୃତ ଏବଂ ଦୁଇ ଜଣ ଗୁରୁତର
ଅନୁଗୁଳ ଜିଲ୍ଲା ଅାଠମଲ୍ଲିକ ବ୍ଲକ କିଅାକଟା ପଞ୍ଚାୟତ ହେଲେଇ ଗ୍ରାମରେ ଗତ ବିଳମ୍ବିର ରାତିରେ ଘରର କାନ୍ଥ ମାଡି ପରିବାରର ସୋଇଥିବା ୫ଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ମୃତ ଓ ୨ ଜଣ ଗୁରୁତର ହୋଇଛନ୍ତି । ହେଲେଇ ଗ୍ରାମର ଶୁସିଲ ହାତୀ ନାମକ ଜଣେ ବ୍ୟକ୍ତି ତାର ସ୍ତ୍ରୀ,ପୁଅ ଓ ୨ ଝିଅ କୁ ନେଇ ଶୋଇଥିଲା…
Read More...
Read More...