Webportal
Browsing Category

Crime

ବଢ଼ିଲା ଅପରାଧିଙ୍କ ସାହସ, କଲେ ସିସିଟିଭି ସମ୍ମୁଖରେ ଅପରାଧ

ଅପରାଧୀଙ୍କ ମନୋବଳ ଉଚ୍ଚରେ,ସିସିଟିଭି ସମ୍ମୁଖରେ ଆତଙ୍କରାଜ ସହରରେ କୋଟି କୋଟି ଟଙ୍କାର ସିଟିଟିଭି ଲାଗିବା ପରେ ଦୃଡ଼ ବିଶ୍ୱାସ ଥିଲା ଏହି ସିଟିଟିଭି ହିଁ ଦୁର୍ବୃତ୍ତଙ୍କୁ ଧରିବ । କିନ୍ତୁ ଅନୁଗୁଳ ଥାନା ପୁଲିସ୍‌ର ଆଖିରେ ଆଙ୍ଗୁଳି ଗେଞ୍ଜି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ ।…
Read More...

ନିଜ ସଂସ୍ଥାରୁ ଠକେଇ ଅଭିଯୋଗରେ ଫାଇନାନ୍ସ କମ୍ପାନୀ କର୍ମଚାରୀ ଗିରଫ

ଅନୁଗୁଳରେ ଥିବା ମହିନ୍ଦ୍ର ଫାଇନାନ୍ସ ର ଏରିଆ ଆକାଉଣ୍ଟଟାଣ୍ଟ ରାକେଶ ମହାନ୍ତି ଗତ ମାସ ସତେଇସ ତାରିଖରେ ଅନୁଗୁଳ ଥାନାରେ ଏକ ଏତଲା ଦେଇଥିଲେ ଯେଉଁଥିରେ ତାଙ୍କର ଅଫିସ ରେ ଆକାଉଣ୍ଟଟାଣ୍ଟ କାମ କରୁଥିବା ପ୍ରସନ୍ନ କୁମାର କର ନାମକ ବ୍ୟକ୍ତି ସେପ୍ଟେମ୍ବର ଏକ ତାରିଖରୁ ପଚିଶ ତାରିଖ ମଧ୍ୟରେ…
Read More...

ଭାଇ ହାଣିଲା ଭାଇକୁ

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଥାନା ଅନ୍ତର୍ଗତ ଓଗି ଗାଁରେ କଟୁରି ରେ ଭାଇ ହାଣିଲା ଭାଇ କୁ। ଆଜି ଦିନ ପ୍ରାୟ ୧ ଘଟିକା ସମୟରେ ଭାଇ ରଞ୍ଜନ ପ୍ରଧାନ (୩୫) ଓ ସୁଶୀଲ ପ୍ରଧାନ (୪୦) ମଦ ପିଇ ଝଗଡା ହୋଇଥିଲେ ଯେଉଁଥିରେ ଉତକ୍ଷିପ୍ତ ହୋଇ ସାନ ଭାଇ ରଞ୍ଜନ ଏକ କଟୁରି ରେ ବଡ଼…
Read More...

ବିଚବଜାରରେ ନୃଶଂସ ହତ୍ୟା

ଅନୁଗୁଳ ଜିଲ୍ଲାର ଅନ୍ତୁଲିଆ ବଜାରରେ ଜମିବାଡ଼ି ବିବାଦକୁ ନେଇ ବିଜେପି ସାତକୋଶିଆ ମଣ୍ଡଳ ହରିଜନ ମୋର୍ଚ୍ଚା ସଭାପତି ଜଗବନ୍ଧୁ ବେହେରାଙ୍କୁ ଜନଗହଳି ଭିତରେ ଭୁଜାଲି ରେ ହାଣି ହତ୍ୟା କଲା ସଦାନନ୍ଦ ଗଡ଼ନାୟକ।ଫେରାର ହେଲା ହତ୍ୟାକାରୀ।ପୁରୁଣାକୋଟ ପୋଲିସ ର ଶବକୁ ଜବତ କରି ତଦନ୍ତ ଆରମ୍ଭ।
Read More...

ଧରାପଡିଲେ ଡକାୟତ ଦଳ

ଅନୁଗୁଳ ପୋଲିସ ଏସଆଇ ଲେଙ୍କାଙ୍କ ନେତୃତ୍ୱରେ ଗତ ବିଳମ୍ବିତ ରାତି ପ୍ରାୟ ଗୋଟାଏ ସମୟରେ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ସହରର ହାଟପଡା ଠାରେ କିଛି ଅପରାଧି ବସିଥିବାର ଖବର ପାଇ ଚଢ଼ାଉ କରି ଚାରିଜଣ ଅପରାଧି ଅନୁଗୁଳ ଥାନା ଅଂଚଳ ଜରାଶିଙ୍ଗାର ସାଗର ସାହୁ, ଅଙ୍ଗାରବନ୍ଧ ର…
Read More...

ରହସ୍ୟ ଭିତରକୁ ଚାଲିଯାଉଛି ଅନୁଗୁଳ ଜିଲ୍ଲାପାଳଙ୍କ ଏଚଡିଏଫସି ବ୍ୟାଙ୍କରୁ ଟଙ୍କା ଗାୟବ ହେବାର କାରଣ

ଅନୁଗୁଳରେ ଘରୋଇ ବ୍ୟାଙ୍କ ଏଚଡିଏଫସି ରେ ଥିବା ଜିଲ୍ଲାପାଳଙ୍କ ଖାତାରୁ ଜାଲ ଉପାୟରେ ଟଙ୍କା ଗାୟବ ହୋଇ ପରେ ଫେରିବା ଓ ଆରକ୍ଷୀ ଅଧୀକ୍ଷକଙ୍କ ଅନୁଯାୟୀ ଏହି ମାମଲାରେ ଦୋଷୀ ପାଇ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ଶକ୍ତି ବେଦାନ୍ତ ଦାସଙ୍କୁ ଗିରଫ କରିବା ପରେ ଘଟଣାରେ ଦିନକୁଦିନ ନୂଆ ନୂଆ…
Read More...

ବିଭତ୍ସ ହତ୍ୟାକାଣ୍ଡ

ଅନୁଗୁଳ ଜିଲ୍ଲା ପIଲଲହଡା ଥାନା ଅନ୍ତର୍ଗତ ବତିସୁଆଁ ପଂଚାୟତ ସୋଲଡା ଗ୍ରାମ ର ଜଣେ ବିଧବା ମହିଳା ଗୁବେଇ କୁଂକାଲ (୩୬) ଙ୍କୁ ସେହିଗ୍ରାମ ର ସୁକୁଦାର ସୋରେନ (୪୫)ଏକ ଟାଙ୍ଗିଆ ରେ ଅତି ନିର୍ମମ ଭାବେ ହତ୍ୟା କରିଥିବା ଜଣା ପଡ଼ିଛି । ପୋଲିସ ପକ୍ଷରୁ ମିଲିଥିବା ସୂଚନା ଅନୁଯାୟୀ ଗୁବେଇ ସନ୍ଧ୍ୟା…
Read More...

ଖାମଖିଆଲ ଓ ବେପରୁଆ ଗାଡି ଚାଳନା ନେଲା ଆଉ ଏକ ଅମୂଲ୍ୟ ଜୀବନ

ଅନୁଗୋଳ ଥାନା କୁମଣ୍ଡ ଠାରେ ଟ୍ରକ ଧକ୍କାରେ ସ୍କୁଲ ଛାତ୍ରୀ ମୃତ ସ୍କୁଲ ରୁ ଘରକୁ ଫେରୁଥିବା ବେଳେ ପଛପଟୁ ଟ୍ରକ ଧକ୍କା ଦେଇଥିଲା।ଧକ୍କା ଫଳରେ ଛାତ୍ରୀ ଗୁରୁତର ଅବସ୍ଥାରେ ଉଧାର କରାଯାଇ ପ୍ରଥମେ ଅନୁଗୋଳ ପରେ କଟକ ସ୍ଥାନାନ୍ତର ବେଳେ ମୃତ୍ୟୁବରଣ କରିଥିବା ଜଣାପଡିଛି।ମୃତକ ଛାତ୍ରୀ ଜଣକ ହେଲେ…
Read More...

ଅବକାରୀ ବିଭାଗର ଚଢ଼ାଉ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଠାକୁରଗଡ଼ ଥାନାର ବିଭିନ୍ନ ଗ୍ରାମରେ ଚଢାଉ କରାଯାଇ ୮୫ ଲିଟର ଦେଶୀ ମଦ ଜବତ କରାଯିବା ସହ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଠାକୁରଗଡ଼ ଥାନା ରାଜିଙ୍ଗ ଗ୍ରାମର କୁମାରୀ ବେହେରା, ନବଘନ ବେହେରା, ଟାପଢୋଲ ଗ୍ରାମର ଶଶି ନାୟକ, ବରଡିପ…
Read More...

ବ୍ୟାଙ୍କ ଆକାଉଣ୍ଟ ରୁ ଜାଲ ଦସ୍ତଖତ ରେ ଟଙ୍କା ଉଠାଗଲା ଓ ପରେ ଫେରାଇ ଦିଆଗଲା, ମୁଖ୍ୟ ଅଭିଯୁକ୍ତ ମଧ୍ୟ ଗିରଫ ହେଲା

ସାଧାରଣ ଲୋକ ଠକାମିର ଶିକାର ହୋଇ ଭାଗ୍ୟକୁ ଆଦରି ରହୁଥିବା ବେଳେ ଅନୁଗୁଳ ଜିଲ୍ଲାପାଳଙ୍କ ନାମରେ ସ୍ଥାନୀୟ ଏଚଡିଏଫସି ବ୍ୟାଙ୍କରେ ଥିବା ଆକାଉଣ୍ଟ ରୁ ପ୍ରାୟ ଷାଠିଏ ଲକ୍ଷ ଟଙ୍କା ଜାଲ ଦସ୍ତଖତ ରେ ଉଠାଯାଇଥିବା ଅଭିଯୋଗ ପରେ ଦୁଇଦିନ ମଧ୍ୟରେ ଟଙ୍କା ସେହି ଆକାଉଣ୍ଟ କୁ ଫେରି ଆସିବା ଓ ମୁଖ୍ୟ…
Read More...