କାଠ ସହିତ ନମ୍ବର ବିହୀନ ଗାଡି ଜବତ
ଅନୁଗୁଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କୋଶଳା ବିଟ-୧ର ଜଳତାପ ଗ୍ରାମ ନିକଟସ୍ଥ ବ୍ରାହ୍ମଣବିଲ ସଂରକ୍ଷିତ ଜଙ୍ଗଲରୁ ବନବିଭାଗ ଲକ୍ଷାଧିକା ଟଙ୍କାର ଶାଳ କାଠ ଗଣ୍ଡି ସହିତ ଚୋରାଚାଲାଣରେ ବ୍ୟବହୃତ ଟ୍ରାକ୍ଟର ଓ କଟର ମେସିନକୁ ଜବତ କରିଛି । ଛେଣ୍ଡିପଦା ବନାଞ୍ଚଳ ର କୋଶଳା ସେକସନର…
Read More...
Read More...