ବିଳମ୍ବିତ ରାତିରେ ସସତ୍ର ଡକାୟତି
ଅନୁଗୁଳ ଜିଲ୍ଲା ନାଲକୋ ସିପିପି ଛକ ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖରୁ ଲକ୍ଷାଧିକ ଟଙ୍କାର ସୁନା, ରୂପା ଓ ନଗଦ ରାଶି ଡକାୟତି। ଗତକାଲି ବିଳମ୍ବିତ ରାତିରେ ସିପିପି ଛକ ନିକଟରେ ରହୁଥିବା ବରଦା ପ୍ରସନ୍ନ ପଟ୍ଟନାୟକ ଘରେ ଶୋଇଥିବା ସମୟରେ ପ୍ରାୟ ୫ ରୁ ୬ ଜଣ ଦୁର୍ବୁତ୍ତ କବାଟ ତାଡି ଘରେ…
Read More...
Read More...