Webportal
Browsing Category

Crime

କ୍ଲେପଟୋ କରେଂସି ଜାଲରେ ରାଜ୍ୟର ରାଜଧାନୀ

ଦିନକୁ ଦିନ ରାଜ୍ୟରେ ସାଇବର ଅପରାଧ ବଡି ଚାଲିଥିବାବେଳେ ବର୍ତ୍ତମାନ ରାଜଧାନୀ ଭୁବନେଶ୍ବର କ୍ଲେପଟୋ କରେଂସି ଜାଲରେ ଛନ୍ଦି ହୋଇପଡୁଥିବା ଲକ୍ଷ୍ୟ କରାଯାଏ।ମୁମ୍ବାଇ, ଦିଲ୍ଲୀ ଆଦି ମେଟ୍ରୋନଗରୀ ଗୁଡିକରୁ କିଛି ଅସମାଜିକ ଯୁବକ ରାଜଧାନୀ ଭୁବନେଶ୍ବରକୁ ଆସି ସେମାନଙ୍କର ଏହି ବେପାରକୁ ସାଇବର…
Read More...

ସରକାରୀ କାର୍ଯ୍ୟାଳୟର ଚିଠି ଜାଲିଆତି

ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜେନେରାଲ ମିସ ବିଭାଗରୁ ବାଲିକୁଦା ବିଡ଼ିଓଙ୍କ ନିକଟକୁ ପତ୍ର ସଂଖ୍ୟା ୮୪୭୫ ତା ୮।୧୧।୨୦୧୯ ବାଲିକୁଦା ପ୍ରେସ ଆସୋସିଏସନ ନାମକ ଏକ ସଂସ୍ଥା ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବାପାଇଁ ଚିଠି ହୋଇଥିଲା।ଉକ୍ତ ପତ୍ର ଅନୁସାରେ ବାଲିକୁଦା ବିଡ଼ିଓ ତଦନ୍ତ…
Read More...

ପୁଣି ଭିଜିଲାନ୍ସ ହାତରେ ଅସାଧୁ ତଳତଳିଆ କର୍ମଚାରୀ, ବଡ ଅଧିକାରୀମାନଙ୍କ ନମ୍ବର ନ ଆସିବା ସନ୍ଦେହ ଘେରରେ

ଅନୁଗୁଳ ଜିଲ୍ଲା ବନରପାଳ ତହସିଲ ଅଫିସ ର ବରିଷ୍ଠ କିରାଣୀ ବିନୟ ମହାପାତ୍ର ଜମି ଚିହ୍ନଟ ର ଫାଇଲ ପ୍ରୋସେସ ପାଇଁ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି । ତହସିଲ ଅନ୍ତର୍ଗତ ପଥୁରିଆ ଗାଁର ଦେବେନ୍ଦ୍ର ଆମନ୍ତ ତାଙ୍କ ଜମି ଚିହ୍ନଟ କରାଇବା ପାଇଁ ପୂର୍ବରୁ ଆବେଦନ କରିଥିଲେ ଓ…
Read More...

ବାର୍ହା ମାଂସ ସହ ଶିକାରୀ ଗିରଫ

ଅନୁଗୁଳ ଜିଲା ଛେଣ୍ଡିପଦା ବନାଂଚଳ ଅନ୍ତର୍ଗତ ଜାମୁଣ୍ଡା ବିଟ ବଅଁରଡିହ ଅଂଚଳରୁ ରବିବାର ରାତି ୯ଟା ବେଳେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ଜଣେ ବନ୍ୟଜନ୍ତୁ ଶିକାରୀକୁ ଗିରଫ କରିବା ସହିତ ତାଠାରୁ ୫ କିଗ୍ରା ମାଂସ ସହିତ ଶିକାରରେ ବ୍ୟହୃତ ଜିଆଇ ତାର ଓ ଟାଙ୍ଗିଆକୁ ଜବତ କରାଯାଇଛି ।ଶିକାରୀ ହେଲେ…
Read More...

ବିଭତ୍ସ ହତ୍ୟାକାଣ୍ଡ, ମୁଣ୍ଡ ଗଣ୍ଡି କଲେ ଅଲଗା

ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ବାଲିପଶି ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ଗାଁର ଜଣେ ଯୁବକଙ୍କ ବିଳମ୍ବିତ ରାତିରେ ମୁଣ୍ଡ ଗଣ୍ଡି ଅଲଗା କରି କୂଅରେ ପକାଇ ଦେଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁଯାୟୀ ଦୁର୍ଯୋଧନ ତୁଙ୍ଗ ନାମକ ଜଣେ ଯୁବକ ଗତକାଲି ରାତିରେ ଘରେ ଶୋଇଥିଲେ ଓ ଭୋର ୪ ଟା ବେଳେ ତାଙ୍କ…
Read More...

ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ

ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଗୁଳିମାଡ ହୋଇଛି । ଗୁଳିମାଡରେ ପାତ୍ରପଡା ଗ୍ରାମର ଧରଣୀ ଧର ସାହୁ ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି ।ମିଳିଥିବା ସୂଚନା ଅନୁସାରେ ବିଳମ୍ବିତ ରାତିରେ ଦୁଇଟି ଗାଡିରେ ୯ରୁ ୧୦ ଜଣ ଯୁବକ…
Read More...

ସମ୍ପତି ଲୋଭରେ ଦିଅରର ଭାଉଜକୁ ହତ୍ୟା ଅଭିଯୋଗ

ସମ୍ପତ୍ତି ଲୋଭରେ ଦିଅର ର ଭାଉଜଙ୍କୁ ହତ୍ୟା ଅଭିଯୋଗ। ବାରିପଦା ସଦର ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷି ଇନ୍ଦୁପାହି ଅଞ୍ଚଳର ହିସି ହେମ୍ବ୍ରମ୍(୪୦)ଙ୍କୁ ତାଙ୍କ ଦିଅର ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ଭାଇ ରାଜେଶ ବାସ୍କେଙ୍କ ଅଭିଯୋଗ ପରେ ସଦର ଥାନା ପୁଲିସ୍…
Read More...

ଡକାୟତି ଯୋଜନା ସମୟରେ ଅନୁଗୁଳ ପୋଲିସ ଦ୍ୱାରା ଗିରଫ

ଅନୁଗୁଳ ପୋଲିସ ଡକାୟତି ପାଇଁ ଯୋଜନା କରୁଥିବା ଚାରିଜଣ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସାତ ତାରିଖ ରାତି ପ୍ରାୟ ଦୁଇଟା ତିରିଶ ସମୟରେ ଏସଆଇ ଶ୍ରୀ ମାଝୀ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ଡକାୟତି ରୋକିବା ପାଇଁ ପେଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରୁ ସୂଚନା ପାଇଥିଲେ କି…
Read More...

ଗୁଳି ଫୁଟାଇ ଡକାୟତି ଉଦ୍ୟମ ପଣ୍ଡ

ଅନୁଗୁଳ ଜିଲ୍ଲାର ବଅଁରପାଳ ଥାନା ଅନ୍ତର୍ଗତ ପାଣିଗୋଳା ରାସ୍ତାରେ ଡକାୟତି ଉଦ୍ୟମ। ବିପିନ ବିହାରୀ ନାହାକ (୩୨) ନାମକ ବ୍ୟକ୍ତି ଥର୍ମାଲ ସାପ୍ତାହିକ ହାଟରୁ ନିଜର ବେପାର ସାରି ସ୍କୁଟି ରେ ଘରକୁ ଫେରୁଥିବା ସମୟରେ ହେଲମେଟ ପିନ୍ଧା ଦୁଇ ଜଣ ଯୁବକ ଏକ ନମ୍ବର ବିହୀନ ୟୁନିକର୍ଣ ବାଇକରେ ଆସି ସେ…
Read More...

ପୁଅ ଜୀବନରେ ମାରିଦେଲା ଜନ୍ମଦାତ୍ରୀ ମା କୁ

ପାଗଳ ପୁଅର ଉନ୍ମକ୍ତ କାଣ୍ଡ । ଠେଙ୍ଗାରେ ପିଟି ପିଟି ନିଜ ଜନ୍ମ କଲା ମାଆକୁ କଲା ହତ୍ୟା । ଏମିତି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ଥାନା ମକୁଆକାଟେଣୀ ଗ୍ରାମରେ । ପାଗଳ ପୁଅ ବିଷ୍ଣୁ ଚରଣ ସାହୁ ନିଜ ଜନ୍ମ କଲା ମାଆ ବଇଦେଇ ସାହୁଙ୍କୁ କଲା ହତ୍ୟା । ଗାଁରେ…
Read More...