ଲକଡାଉନ ଅବମାନନା କରି ମଦ ବିକିବା ପଡ଼ିଲା ମହଙ୍ଗା:ଗିରଫ ହେଲେ୪୩
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅନୁଗୁଳ ପୋଲିସ ସହରର କରଡ଼ଗାଡ଼ିଆ ସ୍ଥିତ ଦେଶୀ ମଦ ଦୋକାନ ଉପରେ ଚଢ଼ାଉ କରି ଲକଡାଉନ ପାଇଁ ସରକାରୀ ନିର୍ଦେଶନାମା ସତ୍ୱେ ବେଆଇନ ମଦ ବେପାର ଚାଲୁଥିବାର ପାଇଥିଲେ।ତିରିଶ ଜଣ ମଦ ବ୍ୟବସାୟୀ ସେଠାରୁ ୬୦୦ ଲିଟର ମଦ ନେଉଥିବା ଦେଖିବାକୁ ମିଳିଥିଲା। ବିକ୍ରମ ସାହୁ…
Read More...
Read More...