ଭାବି ସ୍ୱାମୀଙ୍କୁ ଗିରଫ କରିଥିବା ‘ଲେଡି ସିଙ୍ଘମ’ଙ୍କ ହାତରେ ପଡିଲା ହାତକଡ଼ି: ଆସିଛି ସଂଘୀନ ଅଭିଯୋଗ
ଗିରଫ ହେଲେ ‘ଲେଡି ସିଙ୍ଘମ’ । ନିଜ ଭାବି ସ୍ବାମୀଙ୍କୁ ଗିରଫ କରିଥିବା ‘ଲେଡି ସିଙ୍ଘମ’ଙ୍କ ହାତରେ ପଡ଼ିଛି ହାତକଡି। ଏବେ ସେ ନିଜେ ଦୁର୍ନୀତି ଜାଲରେ ଫସିଛନ୍ତି। ଆସାମର ମହିଳା ପୁଲିସ ଅଧିକାରୀ ଜନମୋନି ରାଭାଙ୍କୁ ଗିରଫ କରାଯାଇଛି।
ଠକେଇ ଅଭିଯୋଗରେ ଗତ ମାସରେ ନିଜ ଭାବି ସ୍ୱାମୀଙ୍କୁ…
Read More...
Read More...