ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ନଗ୍ନ ନମୁନା : ୪୬୦୦୦ ପିଲା ମାଟ୍ରିକ ପରୀକ୍ଷାରୁ ଅନୁପସ୍ଥିତ ; ଅଧିକାଂଶ ପିଲାଗଲେ ଦାଦନ…
ସ୍କୁଲ ଯାଉଥିବା ପିଲାମାନେ ହେଲେ ରାଜ୍ୟର ଭବିଷ୍ୟତ।କିନ୍ତୁ ଏହି ଭବିଷ୍ୟତ ମାନଙ୍କ ଭବିଷ୍ୟତ ଅନ୍ଧାରମୟ ଦିଶୁଛି।
ଆମେ କହୁଛୁ ଓଡିଶା ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ବିଷୟରେ। ସରକାରୀ ହିସାବରେ ପ୍ରାୟ ୫୮୬୦୦୦ ବିଦ୍ୟାର୍ଥୀ ଚଳିତ ବର୍ଷ…
Read More...
Read More...