Webportal
Browsing Category

Breaking

ଥମୁନି ଅନୁଗୁଳ ଜିଲ୍ଲାରେ ହାତୀ ମୃତ୍ୟୁ, ପୁଣି ମିଳିଲା ଏକ ହାତୀ ମୃତ ଶରୀର

ଅନୁଗୁଳ ଜିଲ୍ଲାରେ ପୁଣି ଏକ ହାତୀ ମୃତ। ଆଜି ସକାଳେ ପୁରୁଣାଗଡ ରେଞ୍ଜ ପୋକୁଣ୍ଡା ଜଙ୍ଗଲ ନିକଟରେ ଏକ ମାଈ ହାତୀର ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ମୃତ ହାତୀର ବୟସ ୫ ବର୍ଷ ହୋଇଥିବ ବୋଲି ଅନୁମାନ କରାଅ ଯାଉଛି । ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି…
Read More...

ହାତୀ ଜଗିବା ଦାଇତ୍ୱ ବନବିଭାଗ ର ନୁହେଁ କି,ପୁଣି ହାତୀ ଆକ୍ରମଣରେ ମୃତ୍ୟୁବରଣ କଲେ ନିରୀହ ମନୁଷ୍ୟ

ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳରେ ହାତୀ ଆକ୍ରମଣ ରେ ଜଣେ ମୃତ।ଗତ ରାତିରେ ଅଳନ୍ଦା ଗ୍ରାମରେ ହାତୀ ଆକ୍ରମଣରେ ନବ ସେଠିର ମୃତ୍ୟୁ ଘଟଣା ମନରୁ ନ ଲିଭିଣୁ ରବିବାର ଭୋର ସକାଳେ ୬ଟାରେ ହାତୀ ବଜ୍ରକୋଟ ଯମଜୋଡୀ ସାହିର ନୟନି ସାହୁ କୁ ଦଳି ଚକଟି ମାରି ଦେଇଛି l ଖବର ରୁ ଜଣାପଡିଛି ନୟନି ସକାଳୁ…
Read More...

ଛୋଟ ପିଲାଙ୍କ ଟଙ୍କା ବି ବାଟମାରଣା, ଖାଦ୍ୟ ଅଭାବରୁ ହଷ୍ଟେଲ ଛାଡିଲେ ଶହ ଶହ ଛାତ୍ରୀ

ଅନୁଗୁଳ ଜିଲ୍ଲାର ପାଳଲହଡାରେ ମୋ ସରକାର କାର୍ଯ୍ୟକ୍ରମ ବିଫଳ। ଖାଦ୍ୟ ଅଭାବରୁ ଶିବିଡା ଶିକ୍ଷା ନିକେତନ ଛାଡ଼ିଲେ ଦୁଇଶହ ରୁ ଉର୍ଦ୍ଧ୍ବ ଅନ୍ତେବାସୀ । ପୁଣି ଚର୍ଚ୍ଚାରେ ଶିବିଡା ଶିକ୍ଷା ନିକେତନ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପାଳଲହଡା ଶିବିଡା ଶିକ୍ଷା ନିକେତନରେ।…
Read More...

ଝାଡ଼ାବାନ୍ତି ରୋଗରେ ପୀଡିତ ଗୋଟିଏ ସାହିର ବାଇସରୁ ଉର୍ଦ୍ଧ୍ବ ଲୋକ

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ଡ଼ମ ସାହି ରେ ଝାଡା ବାନ୍ତିରେ ୨୨ରୁ ଉର୍ଧ୍ଵ ଆକ୍ରାନ୍ତ ହୋଇଥିବା ବେଳେ ୪ ଜଣ ଗୁରୁତ୍ବର ହୋଇ ବନ୍ତଳା ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅନୁଗୋଳ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଘଟଣା ସ୍ଥଳରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ପହଁଚି…
Read More...

ପୁଅ ଜୀବନରେ ମାରିଦେଲା ଜନ୍ମଦାତ୍ରୀ ମା କୁ

ପାଗଳ ପୁଅର ଉନ୍ମକ୍ତ କାଣ୍ଡ । ଠେଙ୍ଗାରେ ପିଟି ପିଟି ନିଜ ଜନ୍ମ କଲା ମାଆକୁ କଲା ହତ୍ୟା । ଏମିତି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ଥାନା ମକୁଆକାଟେଣୀ ଗ୍ରାମରେ । ପାଗଳ ପୁଅ ବିଷ୍ଣୁ ଚରଣ ସାହୁ ନିଜ ଜନ୍ମ କଲା ମାଆ ବଇଦେଇ ସାହୁଙ୍କୁ କଲା ହତ୍ୟା । ଗାଁରେ…
Read More...

ଭାଲୁଗାଡ଼ିଆରେ ଉଛେଦ ପ୍ରକ୍ରିୟା ସମାପ୍ତ, ବିଧାୟକଙ୍କ ସମେତ ସମସ୍ତ ବିରୋଧକାରୀ ମୁକ୍ତ

ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସମେତ ଶତାଧିକ ଗ୍ରାମବାସୀଙ୍କୁ ପୋଲିସ ଅଟକ ରଖିବା ପ୍ରତିବାଦରେ ଆଜି ବନ୍ଦ ଡାକରା ଦିଆଯାଇ ଥିବାବେଳେ ଭାଲୁଗାଡ଼ିଆ ହରିଜନ ସାହିରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ଶେଷ ହୋଇଛି ଓ ଏଥିସହ ପୋଲିସ ଦ୍ୱାରା ଅଟକ ଥିବା ଗ୍ରାମବାସୀ ଓ ବିଧାୟକଙ୍କୁ ଛାଡି…
Read More...

ସାଙ୍ଘାତିକ, ଆବାସିକ ବିଦ୍ୟାଳୟରେ ଶିଶୁକୁ ନିର୍ଯ୍ୟାତନା ଅଭିଯୋଗ

ଅନୁଗୁଳ ଜିଲ୍ଲାର ପାଳଲହଡା ରେ ବିଭିନ୍ନ ସରକାରୀ ଆବାସିକ ବିଦ୍ୟାଳୟ ରେ ଥମୁନି ଶିଶୁ ନିର୍ଯ୍ୟାତନା ର କରୁଣ କାହାଣୀ । ଗୋଟିଏ ପଟେ ସରକାର ୫ଟି କଥା କହୁଥିବା ବେଳେ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ପାଳଲହଡା ବ୍ଲକ ନାଇକାଣିପାଲି ସରକାରୀ ଆବାସିକ ବିଦ୍ୟାଳୟ ପରିସରରୁ। ଗତକାଲି ଚାରିଟା…
Read More...

ନାଲକୋ ସିପିପି ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ଅନୁଗୁଳ ଜିଲ୍ଲାର ନାଲକୋ ନଗର ସିପିପି ପ୍ଲାଣ୍ଟ ମଧ୍ୟରେ ଥିବା ୫ନଂ ୟୁନିଟରେ ଅଗ୍ନିକାଣ୍ଡ ଘଟିଛି। ଆନେଶ୍ଚର ୭.୫ରେ ବିଦୂତ ସଟସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।ଉକ୍ତ ସ୍ଥାନରେ ଥିବା କାପାସିଟର ବ୍ୟାଙ୍କ ମଧ୍ୟରୁ ୪ଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଥିବା ବେଳେ ୮ଟି ଆଂଶିକ…
Read More...

ଷ୍ଟାଫନର୍ସଙ୍କ ଅତି ବେପରୁଆ ମନୋଭାବ ଯୋଗୁଁ ମାସେ ପର୍ଯ୍ୟନ୍ତ ଭଙ୍ଗାଛୁଞ୍ଚି ଦେହରେ ରହି କଷ୍ଟ ପାଇଲା କୋମଳମତି ଶିଶୁ

୩୦ ଦିନ ତଳେ ଇଞ୍ଜେକ୍ସନ ଦେବା ହେଲା କାଳ, ଇଞ୍ଜେକ୍ସନ ଦେବା ସମୟରେ ଭାଙ୍ଗିଥିଲା ନିଡ଼ିଲ । ୩୦ ଦିନ ପରେ ଶିଶୁର ସମ୍ବେଦନଶୀଳ ଜାଗାରେ ନିଡ଼ିଲଟି ଅଧା ବହାରିଥିବା ଦେଖିବାକୁ ମିଳିଛି । ଏପରି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାର ମାଧପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ,ଯେଉଁଠି…
Read More...

ଅସାବଧାନ ଗାଡିଚାଳନା ପାଇଁ ଗଲା ଦୁଇ ମୂଲ୍ୟବାନ ଜୀବନ

ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥ ୫୫ ର ମୁଣ୍ଡାସାହି ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ଜଣ ମୃତ। ପ୍ରାପ୍ତ ସୂଚନା ଅନୁଯାୟୀ ମୁଣ୍ଡାସାହି ଛକ ନିକଟରେ ଏକ ଟ୍ରକ ଖରାପ ହୋଇ ରାସ୍ତା କଡରେ ଛିଡା ହୋଇଥିବା ସମୟରେ ସମ୍ବଲପୁର ଆଡୁ ଆସୁଥିବା ଏକ ପରିବା ବୋଝେଇ ପିକଅପ…
Read More...