Webportal
Browsing Category

Breaking

ଅନୁଗୁଳରେ ବ୍ରାଉନ ସୁଗାର ଜବତ, ତିନି ଗିରଫ

ଗତ ସନ୍ଧ୍ୟାରେ ଅନୁଗୁଳ ଥାନା ଆଇଆଇସି ବିଶ୍ୱସ୍ତ ସ୍ୱତ୍ରରୁ ଖବର ପାଇଲେ କି ତିନିଜଣ ଲୋକ ଏକ ସ୍ୱିଫ୍ଟ ଡିଯାଇର କାର ଯାହାର ନମ୍ବର ଓଡ଼ି-୦୨-ଏକ୍ସ-୫୪୭୩ ରେ ବ୍ରାଉନ ସୁଗାର ନେଇ ଯାଉଛନ୍ତି।ଖବର ଆଧାରରେ ଏକ ପୋଲିସ ଦଳ କଥିତ କାର କୁ ଯାଇ ଅଟକାଇ ତଲାସୀ ନେଇଥିଲେ ଓ ଚବିଶ ଗ୍ରାମ ବ୍ରାଉନ ସୁଗାର…
Read More...

ମର୍ମନ୍ତୁଦ ଦୁର୍ଘଟଣା

ଅନୁଗୁଳ ଜିଲ୍ଲାରବଅଁରପାଳ ବ୍ଲକ ଅନ୍ତର୍ଗତ ମହିଧରପୁର ହାଟ ନିକଟରେ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ ମହିଧରପୁର ଆଡୁ ଅନୁଗୋଳ ଅଭିମୁଖେ ଦୁଇ ଜଣ ବ୍ୟକ୍ତି ଏକ…
Read More...

ଦ୍ରୁତଗତିରୁ ଦୁର୍ଘଟଣା ଘଟି ଜଣେ ମୃତ ଓ ଜଣେ ଅତି ଗୁରୁତର

ଅନୁଗୁଳ ଜିଲ୍ଲାର ତାଳଚେର କୋଲିୟାରୀ ଥାନା ଅନ୍ତର୍ଗତ ଡେରା ପେଟ୍ରୋଲ ପମ୍ପ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉଜଣେ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି l ଯୁବକ ଜଣଙ୍କ ଏକ ନୂଆ କେଟିଏମ ମୋଟର ସାଇକେଲ (ଓଡି19ପି 8277)ରେ ଦ୍ରୁତଗତିରେ ଯାଇ ପେଟ୍ରୋଲ ପମ୍ପ…
Read More...

ଭିଣୋଇର ଛୁରାମାଡରେ ଶଳା ଗୁରୁତର

ସାମାନ୍ୟ ବଚସାକୁ ନେଇ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ହାଟପଦା ର ଯାଯାବର ବସ୍ତିରେ ରହୁଥିବା ନରି ମାଝୀର ଛୁରାମାଡରେ ତାର ଶଳା ଭିକୁ ମାଝୀ ଗୁରୁତର ଅବସ୍ଥାରେ ପ୍ରଥମେ ଛେଣ୍ଡିପଦା ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତି ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର।
Read More...

ଅଘଟଣ, ଟ୍ରାକ୍ଟର ରେ ଚାପିହୋଇ ଚାରି ନାବାଳକ ଗୁରୁତର

ଅନୁଗୁଳ ଜିଲ୍ଲ‍ା ଆଠମଲ୍ଲିକ ବ୍ଲକ ବାସୁଦେବପୁର ବାରେଣୀ ଗ୍ରାମରେ ଟ୍ରାକ୍ଟର ଦୁର୍ଘଟଣାରେ ୪ ଗୁରୁତର। ପ୍ରାପ୍ତ ସୂଚନା ଅନୁଯାୟୀ ବାରେଣୀ ଗ୍ରାମର କଲ୍ୟାଣୀ ବେହେରା (୯)ପୂଜା ବେହେରା (୮), ବିକି ବେହେରା (୧୩) ଓ ମାମାଲି ନାଏକ (୧୦) ବାସୁଦେବପୁର ଗ୍ରାମରୁ ଦୁର୍ଗାପୁଜା ଦେଖି…
Read More...

ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର, ପ୍ରେମ ସମ୍ପର୍କରୁ ହତ୍ୟା ଅଭିଯୋଗ

ଅନୁଗୁଳ ଜିଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଶରଧାପୁର ପଞ୍ଚାୟତର ଗୁରୁଧି ଗ୍ରାମର ଆମ୍ବ ତୋଟାରେ ଅାଜି ସକାଳେ ସୁଶୀଲ ଦାସ(୧୯)ନାମକ ବ୍ୟକ୍ତିଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି ଯାହାକୁ କେହି ହତ୍ୟା କରି ଗଛରେ ଝୁଲାଇ ଦେଇଥିବା ସନ୍ଦେହ କରାଯାଉଛି। ଏ ନେଇ ସୁଶୀଲଙ୍କ ବାପା କରୁଣା ଦାସ…
Read More...

ସିନେମା ଷ୍ଟାଇଲରେ ପୁଅ ଦ୍ୱାରା ବାପା ଠାରୁ ଟଙ୍କା ପାଇଁ ନିଜ ଅପହରଣ ନାଟକ କରି ପୋଲିସ ଦ୍ୱାରା ଗିରଫ

ଆଜି ଅନୁଗୁଳ ପୋଲିସ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାହାର କାରଣ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ଆଗ୍ରହଜନକ,ତାହା ହେଲା ପୁଅ ଦ୍ୱାରା ସିନେମା ଷ୍ଟାଇଲରେ ବାପା ଠାରୁ ଟଙ୍କା ନେବା ପାଇଁ ନିଜର ଅପହରଣ ନାଟକ ରଚିବା।ଗତ କାଲି ପଞ୍ଚାନନ ଘୋଷ ନାମକ ବ୍ୟକ୍ତି ଏକ ଏତଲା ଦେଇଥିଲେ ଯାହା…
Read More...

ବିଚବଜାରରେ ନୃଶଂସ ହତ୍ୟା

ଅନୁଗୁଳ ଜିଲ୍ଲାର ଅନ୍ତୁଲିଆ ବଜାରରେ ଜମିବାଡ଼ି ବିବାଦକୁ ନେଇ ବିଜେପି ସାତକୋଶିଆ ମଣ୍ଡଳ ହରିଜନ ମୋର୍ଚ୍ଚା ସଭାପତି ଜଗବନ୍ଧୁ ବେହେରାଙ୍କୁ ଜନଗହଳି ଭିତରେ ଭୁଜାଲି ରେ ହାଣି ହତ୍ୟା କଲା ସଦାନନ୍ଦ ଗଡ଼ନାୟକ।ଫେରାର ହେଲା ହତ୍ୟାକାରୀ।ପୁରୁଣାକୋଟ ପୋଲିସ ର ଶବକୁ ଜବତ କରି ତଦନ୍ତ ଆରମ୍ଭ।
Read More...

ଝସକେତନ କୁ ଆଜୀବନ କାରାଦଣ୍ଡ

ଅନୁଗୁଳ ଜିଲ୍ଲାର ଜରପଡା ଥାନା ଅନ୍ତର୍ଗତ କୁଶକିଳା ଗାଁରେ ଦୁଇ ଭାଇଙ୍କୁ ହତ୍ୟା କରିଥିବା ଝସକେତନ ରାଉତକୁ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର ଜିଲ୍ଲା ଓ ଦୌରା ଜଜ । କୁଶକିଳା ଗାଁର ଦୁଇ ସମ୍ପର୍କୀୟ ଭାଇ ହିରଣାକ୍ଷ ସାହୁ ଓ ଯୋଗେଶ୍ଵର ସାହୁକୁ ମାରି ମାଟି ତଳେ ପୋତି…
Read More...

ଦୁଇଟି ବାଇକକୁ ଧକା ଦେଲା ଟ୍ରକ, ଦୁଇ ମୃତ ଦୁଇ ଗୁରୁତର

ଢେ଼ଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଶକ୍ତି ସୁଗାର ଏବଂ କୋରିଆଁ ଛକ ଦୁଇଟି ପୃଥକ ପୃଥକ ସ୍ଥାନରେ ଦୁଇଟି ବାଇକକୁ ଧକ୍କା ଦେଇଛି ଟ୍ରକ୍। ଘଟଣା ସ୍ଥଳରେ ଢେ଼ଙ୍କାନାଳ ଟାଉନଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି।ଉତ୍ୟକ୍ତ ଲୋକଙ୍କ ଦ୍ୱାରା ପଞ୍ଚାବନ ନମ୍ବର ଜାତୀୟ ରାଜପଥ କୋରିଆଁ ନିକଟରେ…
Read More...