ନବଜାତ ଉଦ୍ଧାର
ଅନୁଗୁଳ ଜିଲ୍ଲା ନାଲ୍କୋନଗର ଥାନା ଅନ୍ତର୍ଗତ ବଳରାମପ୍ରସାଦ ବସଲା ସାହି ମଶାଣି ନିକଟ ପଡ଼ିଆରୁ ଆଜି ଏକ ନବଜାତ ଶିଶୁକନ୍ୟାକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି ଯାହାକୁ କେହି ଛାଡ଼ି ପଳାଇଯାଇଥିବା ସନ୍ଦେହ କରାଯାଉଛି । ସୂଚନାନୁଯାୟୀ, ଭୋର ସମୟରେ ଜଣେ ବୃଦ୍ଧ ଉକ୍ତ ରାସ୍ତା ଦେଇ ଯାଉଥିବା…
Read More...
Read More...