Webportal
Browsing Category

Angul District

ବିଶାଳକାୟ ଅଜଗର ଉଦ୍ଧାର

ସ୍ନେକ ହେଲପ ଲାଇନ ଦ୍ୱାରା ୧୩ ଫୁଟର ଅଜଗର ଉଦ୍ଧାର । ଅନୁଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ଶଙ୍ଖପୁର ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ବିଶାଳ ଅଜଗର । ସ୍ଥାନୀୟ ଲୋକେ ସନ୍ଧ୍ୟା ସମୟରେ ଶଙ୍ଖପୁର ଅଞ୍ଚଳରେ ଥିବା ପେଟ୍ରୋଲ ଟାଙ୍କି ନିକଟରେ ଏକ ବିରାଟକାୟ ସାପ ଦେଖି ଭୟଭୀତ ହୋଇଯାଇଥିଲେ । ସେମାନେ…
Read More...

ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ

ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଝୁଲନ୍ତା ଅବସ୍ଥାର ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି । ତାଳଚେର ବହ୍ଲର ଛକ ନିକଟସ୍ଥ ମନ୍ଦିର ସାମ୍ନା ନାଳ ନିକଟରୁ ଜଣେ ଯୁବକ ଝୁଲନ୍ତା ଅବସ୍ଥାରେ ନଜର ଆସିଥିଲା । ଖବର ପାଇ ତାଳଚେର ପୁଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର୍ କରିବା ସହ ତଦନ୍ତ ଆରମ୍ଭ…
Read More...

ପ୍ରଜାପିତା ବ୍ରହ୍ମା କୁମାରୀ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହ, ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଧର୍ମେନ୍ଦ୍ର…

ଅନୁଗୁଳ ସହରର ସଭାଘରଠାରେ ରବିବାର ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ମାତୃଭାଷାରେ…
Read More...

ଦାବି ପୂରଣ ପାଇଁ ଆନ୍ଦୋଳନ; ୧୭ ଗିରଫ

ଅନୁଗୁଳ ସଦର ଥାନା ନତଡ଼ା ଗ୍ରାମବାସୀମାନେ ନିଯୁକ୍ତି ଓ ଥଇଥାନ ଦାବିରେ ବଳରାମ କୋଇଲା ଖଣିର ୯ ଓ ୧୦ ନମ୍ବର ରେଲୱେ ସାଇଡିଂ ସମ୍ପୂର୍ଣ୍ଣ ବନ୍ଦ କରିବା ସହିତ ଏକ ଟ୍ରେନ୍ ଅଟକାଇଥିବା ବେଳେ ପୁଲିସ ୧୭ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ , ଗ୍ରାମବାସୀ…
Read More...

ଅନୁଗୁଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘ ର ଜାତୀୟ ପ୍ରେସ ଦିବସ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ

ଅନୁଗୁଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ମହାସଂଘର ସଭାପତି ଶଶାଙ୍କ ଶେଖର ସାମଲଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ସଫଳତା ଦିଗରେ ବିଚାରବିମର୍ଶ ଅନୁଷ୍ଠିତ ହୋଇଯାଇଅଛି । ମହାସଂଘର ସଦସ୍ୟ ମାନଙ୍କ ଦ୍ୱାରା…
Read More...

ଓଡ଼ିଶା ହିନ୍ଦୁ ପ୍ରଜା ସମିତିର ପ୍ରଶ୍ନ; ଭବ୍ୟ ରାମମନ୍ଦିର ହୋଇପାରିଲା ଅଥଚ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କୁ ନ୍ୟାୟ ମିଳିଲା…

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଗୋତମରାଠାରେ ଓଡିଶା ହିନ୍ଦୁ ପ୍ରଜା ସମିତି ଆନୁକୁଲ୍ୟରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ହିନ୍ଦୁ ପ୍ରଜା ସମିତି ରାଜ୍ୟ ସଭାପତି ଜନନେତା ଇଂ . ଦେବାଶିଷ ହୋତା ଉପସ୍ଥିତ ହୋଇ ଆଜି ଭାରତରେ ଭବ୍ୟ ରାମମନ୍ଦିର ହୋଇପାରିଲା ଅଥଚ…
Read More...

ଆଜି ୧୨ ଘଣ୍ଟିଆ ତାଳଚେର ଓ ପାଲଲହଡ଼ା ବନ୍ଦ ଡାକରା

ଆଜି ତାଳଚେର ଓ ପାଲଲହଡା ୧୨ ଘଣ୍ଟିଆ ବନ୍ଦ । ତାଳଚେର ଓକିଲ ସଂଘ ଏହି ବନ୍ଦ ଡାକରା ଦେଇଥିବା ବେଳେ ଅନେକ ସଂଗଠନ ଏହାକୁ ସମର୍ଥନ ଦେଇଛନ୍ତି । ମୁଖ୍ୟତଃ ତାଳଚେର ପୁଲିସ ବିରୁଦ୍ଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ ଆଣିବା ସହ ତାଳଚେର କୋର୍ଟରେ କାର୍ଯ୍ୟରତ କୋର୍ଟ ସବ…
Read More...

ଅନୁଗୁଳ ଜିଲ୍ଲା ତାଳଚେରରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ପୁଲିସ ଜଣେ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଡାକ୍ତର ଜଣଙ୍କ ଏକ ଘରୋଇ କ୍ଲିନିକର ଡାକ୍ତର ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ତାଳଚେର ଅଞ୍ଚଳର ଏକ ଦମ୍ପତ୍ତି ତାଙ୍କ ୧୩ ବର୍ଷୀୟ ଝିଅର…
Read More...

ସାମ୍ବାଦିକଙ୍କ ପତ୍ନୀଙ୍କ ବେକରୁ ଝାଂପିନେଲେ ମଙ୍ଗଳସୂତ୍ର, ଥାନାରେ ଲିଖିତ ଅଭିଯୋଗ

ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମରେ ରହୁଥିବା ୱେବ୍ ମିଡ଼ିଆ ସାମ୍ବାଦିକ ସୁଧାକର ସାହୁଙ୍କ ପତ୍ନୀ ସକାଳ ସମୟରେ ପୂଜା ପାଇଁ ଫୁଲ ତୋଳୁଥିବା ସମୟରେ ଜଣେ ଚୋର ଅତର୍କିତ ଭାବରେ ଆସି ତାଙ୍କ ବେକରୁ ପିନ୍ଦୀ ଥିବା ସୁନା ମଙ୍ଗଳସୁତ୍ର ଟିକୁ ନେଇ ଖୁବ ଜୋରରେ ଦୌଡ଼ି ପଳେଇ…
Read More...

କଲେଜ କୁ ପଢିବାକୁ ଯାଇ ନାବାଳିକା ନିଖୋଜ

ଅନୁଗୁଳ ଜିଲ୍ଲା ନିଶା ଥାନା ଜରଡ଼ା ସାନ ଜାମୁଣ୍ଡା ଗ୍ରାମର ଜଣେ ନାବାଳିକା ନିଖୋଜ ।ସୁବେଇ ପ୍ରଧାନ ଙ୍କ ଝିଅ ପ୍ରିୟଙ୍କା ପ୍ରଧାନ (ନାବାଳିକା) ଜରପଡା କଲେଜ କୁ ପାଠ ପଢିବାକୁ ଯାଇ ନିଖୋଜ ।ସମ୍ପୃକ୍ତ ନାବାଳିକା ଯୁକ୍ତ ୨ କଳା ବିଭାଗରେ ପାଠ ପଢୁଥିଲେ।ନାବାଳିକା ଘରକୁ ଫେରି ନ ଥିବାରୁ ବହୁ…
Read More...