Webportal
Browsing Category

Angul District

ଅଜଣା ଗାଡି ଧକ୍କାରେ ମହିଳା ମୃତ

ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ଟାଉନ୍ ସିପ୍ ଛକ ନିକଟରେ ଅଜଣା ଗାଡି ଧକ୍କାରେ ମହିଳା ଙ୍କ ମୃତୁ ହୋଇଛି। ସୁଚନା ଅନୁଯାୟୀ ବେନ୍ତପୁର ଗ୍ରାମର ମମତା ନାୟକ (୩୫) ଙ୍କ ଏହି ଦୁର୍ଘଟଣା ରେ ମୃତୁ ଘଟିଛି। ଆଜକୁ ୧୦ ବର୍ଷକୁ ହେଲା କାଣ୍ତସର ଗ୍ରାମର ସୋଭାଗିନି ଗୋଛୟତଙ୍କ ଘରେ ମମତା…
Read More...

ହାତୀ ଆକ୍ରମଣରେ ଗୁରୁତର

ଅନୁଗୁଳ ଜିଲ୍ଲା ବନ୍ତଳା ପୋକତୁଙ୍ଗା ମନ୍ଦିର ନିକଟରେ ହାତୀ ଆକ୍ରମଣରେ ଆମ୍ଭ ଗ୍ରାମର ଜଣେ ଗୁରୁତର ହୋଇଛନ୍ତି।ସେ ହେଉଛନ୍ତି ଷଣ୍ଢ ଛକର ରାଖେଲ ପ୍ରଧାନ। ଆଜି ସକାଳେ ମନ୍ଦିର ରାସ୍ତା ରେ ପ୍ରାତଃ ଭ୍ରମଣ କରୁଥିବା ସମୟରେ ହାତୀ ଆକ୍ରମଣ କରିଥିଲା।ତାଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ଉଦ୍ଧାର କରି…
Read More...

ଗୁଳି ମାଡ଼ରେ ଜଣେ ନିହତ; କାରଣ ପୂର୍ବ ଶତ୍ରୁତା 

ଅନୁଗୁଳ ଜିଲ୍ଲାର ଠାକୁରଗଡ଼ ଥାନା କେଛୁଆନାଳୀ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳି ମାଡ଼ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ରେଞ୍ଜର ଭୋଇ । କେଛୁଆନାଳୀ ଗ୍ରାମର ରେଞ୍ଜର ଭୋଇଙ୍କ  ଘରେ ସେହି ଗ୍ରାମର ମଙ୍ଗୁଳୁ ଭୋଇ ପଶି ପ୍ରଥମେ ପଥର ମାଡ଼ କରିଥିଲା। …
Read More...

ଭାରସାମ୍ଯ ହରାଇ ବାଇକ ଦୁର୍ଘଟଣା ; ଚାଳକ ମୃତ ଆରୋହି ଗୁରୁତ୍ତର

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଉଳିଗଡ଼ ପଞ୍ଚାୟତ ର ପୁରିକିଆ ଗ୍ରାମର ସୀମା ଅଞ୍ଚଳରେ ଏକ୍ ବାଇକ OR 19 N8302 ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି। ଯାହାଦ୍ୱାରା ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ହେବା ସହ ଆରୋହି ଗୁରୁତ୍ତର ହୋଇଛି। ସ୍ଥାନୀୟ ଲୋକଙ୍କ ସୂଚନା…
Read More...

ଫୁଟେ ଜାଗା ପାଇଁ ବିବାଦର କରୁଣ ପରିଣାମ; ଜଣେ ମୃତ

ଅନୁଗୁଳ ଜିଲ୍ଲା ବଡ଼ ହିଂସର ଗାଁରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଉଭୟ ପରିବାର ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ବଡ଼ହିଂସର ଗାଁର ନବିନା ସାହୁ ଓ…
Read More...

ପୂର୍ବତନ ସରପଞ୍ଚଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଅନୁଗୁଳ ଜିଲ୍ଲା କିଶୋନଗର ବ୍ଲକ କଣ୍ଟେଇକୁଳିଆ ପଞ୍ଚାୟତ ର ପୂର୍ବତନ ସରପଞ୍ଚ କୁମୁଦିନୀ ପ୍ରଧାନ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା । ପୂର୍ବତନ ସରପଞ୍ଚଙ୍କ ଅଭିଯୋଗ ଯେ, ପଞ୍ଚାୟତର ସମସ୍ତ ଗ୍ରାମ ଗୁଡିକରେ CFC ଏବଂ SFC ଅନୁଦାନରେ ପ୍ରକଳ୍ପ ଗୁଡ଼ିକ…
Read More...

ଦୁର୍ଗାପୁର ପ୍ରାଥମିକ କୃଷି ସମବାୟ ସମିତିର ଧାନମଣ୍ଡି ଉଦଘାଟନ

ଆଜି ଠାରୁ ଅନୁଗୁଳ ଜିଲାର ବିଭିନ୍ନ ଅଂଚଳରେ ଥିବା ୧୦୦ଟି ଧାନ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଯାଇଛି। ଏହି ଅବସରରେ ମଙ୍ଗଳବାର ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଦ୍ଵାରା ଦୁର୍ଗାପୁର କୃଷି ସମବାୟ ସମିତି ଠାରେ ଧାନକ୍ରୟ ମଣ୍ଡି ଉଦଘାଟନ ହୋଇ ଚାଷୀଙ୍କ ନିକଟରୁ ଧାନ କିଣା ଆରମ୍ଭ…
Read More...

ସସତ୍ର ଡକାୟତି; ସିସି ଟିଭିରେ କୈଦ

ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁଇଓ ତାରିଣୀ ମନ୍ଦିର ନିକଟ ମା ସନ୍ତୋସି ଭଣ୍ଡାର ଦୋକାନ ରୁ ୬ ଜଣ ମୁଖାଧରି ଡକାୟତ ବନ୍ଧୁକ ଓ ମାରନାସ୍ତ୍ର ଦେଖାଇ ଲୁଟ ଦୃଶ୍ୟ ସିସି ଟିଭି ରେ କଏଦ ହୋଇଛି। ଗତ କାଲି ରାତି ୮ ଟା ସମୟରେ ଦୋକାନ ର ମାଲିକ ଅମର ସାହୁ ଓ ତାଙ୍କ ବାପା ଦୋକାନ ରେ ବସି ଥିବା…
Read More...

ଅନୁଗୁଳ ଜିଲ୍ଲାପାଳଙ୍କ ଭିଜନ ୨୦୨୩; ସଫଳତା ଉପରେ ପ୍ରଶ୍ନଚିହ୍ନ

୨୦ ଫେବୃଆରୀ ୨୦୨୧ ରେ ଅନୁଗୁଳ ଜିଲ୍ଲାପାଳ ଏକ ସାମ୍ୱାଦିକ ସମ୍ମିଳନୀ ରେ ଜିଲ୍ଲା ପ୍ରଶାସନର ଭିଜନ ୨୦୨୩ (vision 2023) ନାମରେ ଏକ ମହତ୍ତ୍ୱକାଙ୍କ୍ଷୀ ବା ଉଚ୍ଚ ଅଭିଳାଷ ପୂର୍ଣ୍ଣ ଯୋଜନା ଆଣିଥିବା ଘୋଷଣା କରିଥଲେ। ଏହି ଯୋଜନାର ଉଦ୍ଦେଶ୍ୟ ଥିଲା ଖଣି ଖଦାନ ପୂର୍ଣ୍ଣ ଅନୁଗୁଳ ଜିଲ୍ଲାର ସବୁ…
Read More...