ସଡକ ସୁରକ୍ଷା ବୈଠକ ଅନୁଷ୍ଠିତ
ଆଜି ଅନୁଗୁଳ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚଳିତ ମାସର ସଡକ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ଅଧ୍ୟକ୍ଷତା କରିଥିଲେ। ବୈଠକ ରେ ଦୁର୍ଘଟଣା ଜନିତ ମୁଖ୍ୟ କାରଣ ତଥା ରାସ୍ତାଘାଟ ର ଦୂରବସ୍ଥା, ମୋବାଇଲ୍ ରେ କଥା ହେଇ ଗାଡ଼ି…
Read More...
Read More...