Webportal
Browsing Category

Angul District

ଡାକ୍ତରଙ୍କ ମୃତ୍ୟୁ ପରେ କଣ ଅନୁଗୁଳ ଏସ୍ପିଙ୍କୁ ବଦଳାଇବାରେ ସକ୍ଷମ ହେବେ ତାଳଚେର ବିଧାୟକ; ବଡ ପ୍ରଶ୍ନ

ଏକ ଦୁଃଖଦ ଘଟଣାରେ ଅନୁଗୁଳ ଜେଲରେ ବିଚାରାଧୀନ କଏଦୀ ଭାବେ ଥିବା ତାଳଚେର ର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ୟାରୀମୋହନ ପ୍ରଧାନଙ୍କ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇ ଥିଲା। ଖବର ପାଇ ଶତାଧିକ ଲୋକ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ରୁଣ୍ଡ ହୋଇଥିଲେ । ପରେ ଡାକ୍ତରଙ୍କୁ ମିଛ କେଶରେ ଫସାଇ…
Read More...

ଯୁବକ ର ଖରାପ୍ ବ୍ୟବହାର ପ୍ରଦର୍ଶନ ନେଇ ବାରମ୍ବାର ଥାନାର ଦ୍ୱାରସ୍ଥ ଗ୍ରାମବାସୀ

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ର ପନ୍ଦର ଭରଣିଆ ଗ୍ରାମ ର ଜଣେ ଯୁବକ ମଦ୍ୟପାନ କରି ଗ୍ରାମର ମହିଳାଙ୍କୁ ଅଶ୍ଳୀଳ ଭାଷା ବ୍ୟବହାର କରିବା ନେଇ ଥାନା ଦ୍ୱାରସ୍ଥ ହୋଇଛନ୍ତି ମହିଳା ଓ ପୁରୁଷ। ଗ୍ରାମବାସୀ ଙ୍କ ସୂଚନା ଅନୁଯାୟୀ ଗ୍ରାମରେ ଗ୍ରାମରେ…
Read More...

ପାଉଁଶ ଉଡିବାକୁ ନେଇ ଅନୁଗୋଳ ପ୍ରଦୂଷଣ ବିଭାଗ କାର୍ଯ୍ୟାଳୟ ଦ୍ୱାରସ୍ଥ ଗ୍ରାମବାସୀ

ଏନଟିପିସି ଥାନା ଆମ୍ବପାଳ ଗ୍ରାମରେ Ntpc ଓ jitpl ର ପାଉଁଶ ବୋଝେଇ ଗାଡ଼ି ଗୁଡ଼ିକ ଦିନ ରାତି ରାସ୍ତା କଡ଼ରେ ମନା କରିବା ସତ୍ତ୍ଵେ କମ୍ପାନୀ କର୍ତ୍ତୃପକ୍ଷ କର୍ଣ୍ଣପାତ ନ କରି ରାସ୍ତା କଡ଼ରେ ପାଉଁଶ ଗଦାଇବା ଫଳରେ ଲୋକ ମାନଙ୍କର ଯିବା ଆସିବାରେ ବହୁତ ଆସବିଧା ହେଉଛି , ଏପରିକି ଦୁର୍ଘଟଣା…
Read More...

ଭାଲୁ ଆକ୍ରମଣରେ ଚାଷୀ ମୃତ

ଅନୁଗୁଳ ଜିଲ୍ଲା ସମଲ ବ୍ୟାରେଜ ଥାନା ଅଞ୍ଚଳ ବୁଲାଝର ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତ ଚାଷୀ ହେଲେ ୫୪ ବର୍ଷୀୟ ଜୟ ସାହୁ । ସୂଚନା ଅନୁସାରେ , ସୋମବାର ଅପରାହ୍ନ ସାଢେ ୩ଟା ବେଳେ ଜୟ ଘର ପାଖ ବିଲରେ କାମ କରୁଥିଲେ। ଏହି ସମୟରେ ବିଲ ପାଖକୁ ମାଙ୍କଡ଼ ପଲ ଆସିଥିଲେ…
Read More...

ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ବଡ଼କ୍ଷେତା ରେ ତିନି ବର୍ଷ ତଳେ ଗାଁ ସଭାପତିଙ୍କୁ ଛୁରୀ ଭୁସି ହତ୍ୟା ମାମଲାର ରାୟ ମଙ୍ଗଳବାର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ଅଦାଲତରେ ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ରଞ୍ଜିତା ଜ୍ୟୋତିଷି ମାମଲାର ଶୁଣାଣି କରି ଅଭିଯୁକ୍ତ ବଡ଼କ୍ଷେତା…
Read More...

ମହିଳା ମାନଙ୍କ ସଂଘ କୁ ଆସୁଥିବା ଅର୍ଥରାଶି ହେରଫେର ହୋଇଥିବା ନେଇ ଜିଲାପାଳଙ୍କୁ ଅଭିଯୋଗ

ଅନୁଗୁଳ ବ୍ଲକ ଅନ୍ତର୍ଗତ ବଲଙ୍ଗ ପଞ୍ଚାୟତର ମହିଳା ମାନେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା । ମହିଳା ମାନେ ସରକାରଙ୍କ ପକ୍ଷରୁ ସଂଘ ମାନଙ୍କୁ ଆସୁଥିବା ଅର୍ଥରାଶି ହେରଫେର ହୋଇଥିବା  ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ବଲଙ୍ଗ ପଞ୍ଚାୟତର ସଂଘ…
Read More...

ଆମ୍ବୁଲାନ୍ସ ଭିତରୁ ନାଗସାପ ଉଦ୍ଧାର

ଆମ୍ବୁଲାନ୍ସ ଗାଡି ଭିତରେ ନାଗ । ଉଦ୍ଧାର କରିବାକୁ ସର୍ପ ଉଦ୍ଧାରକାରୀଙ୍କୁ ନାକେଦମ ହେବାକୁ ପଡିଲା । ସୂଚନା ଅନୁସାରେ ଗାଁ ଗାଁ ବୁଲି ମାଗଣା ଚିକିତ୍ସା ଯୋଗାଇ ଦେଉଥିବା ଭ୍ରାମ୍ୟମାଣ ଚିକିତ୍ସା ସେବା ଗାଡି କୋଶଳା , ନାଣ୍ଡିଛୋଡ ଅଞ୍ଚଳରୁ ଫେରୁଥିଲା । ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ଏକ…
Read More...

ବିଦ୍ୟାଳୟ ଫାଟକରୁ ଖସିଲା ଗ୍ରାନାଇଟ୍ ପଥର ଅଳ୍ପକେ ବର୍ତିଲେ ଛାତଛାତ୍ରୀ ଓ ବିଡିଓ

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଗ୍ରାମର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଫାଟକରୁ ଖସିଲା ଗ୍ରାନାଇଟ୍ ପଥର। ଅଳ୍ପକେ ବର୍ତିଲେ ଛାତ୍ର ଛାତ୍ରୀ ଓ ବିଡ଼ିଓ। ସରକାରୀ ବିଦ୍ୟାଳୟ ଗୋଡିକ ଛାତ୍ର ଛାତ୍ରୀ ସଂଖ୍ୟା ବୃଦ୍ଧି ପାଇବା ପାଇଁ ସମସ୍ତ ବିଦ୍ୟାଳୟକୁ ପାଞ୍ଚ ଟି ଯୋଜନାରେ…
Read More...

ଭାରସ୍ୟାମ ହରାଇ କାର୍ ଦୁର୍ଘଟଣା; ଜଣେ ମୃତ ତିନି ଗୁରୁତର

ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ ପଞ୍ଚାୟତ ବୀର ବନ୍ଧ ଠାରେ ଭାରସ୍ୟାମ ହରାଇ କାର୍ ଦୁର୍ଘଟଣା ଗ୍ରସ୍ତ। ମିଳିଥିବା ସୂଚନା ଅନୁଯାୟୀ କାର ଟି ଅଙ୍ଗାରବନ୍ଧ ଗ୍ରାମରୁ ସାନ୍ତରାପୁର ଗ୍ରାମକୁ ଯାଉଥିବା ବେଳେ ବୀର ବନ୍ଧ ଠାରେ ଭାରସ୍ୟାମ ହରାଇ କାର୍ ଦୁର୍ଘଟଣା ହୋଇ ଥିଲା। କାରଟିରେ ଚାରି ଜଣ ଯାଉ…
Read More...

ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହେବାରୁ ଛାତ୍ରଛାତ୍ରୀ ମାନଙ୍କୁ ଖମାର ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିଲା l ସୂଚନା ଯେ, ରଜଡଙ୍ଗ ପ୍ରାଥମିକ ବିଦ୍ୟାଳୟ ରେ ସବୁଦିନ ପରି ଆଜି ମଧ୍ଯ ସରକାର ଙ୍କ ଦ୍ଵାରା…
Read More...