Webportal
Browsing Category

Angul District

ଟ୍ରକ ଧକ୍କାରେ ଚାଲି ଗଲା ମା ପୁଅ ଙ୍କ ଜୀବନ, ବାପା ଗୁରୁତର

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ୫୫ ନମ୍ବର ଜାତୀୟ ରାଜପଥ ର ନୂତନ ଓଭର୍ ବ୍ରିଜ ଅଣ୍ଡରପାସ ନିକଟରେ ଟ୍ରକ ଧକ୍କାରେ ଚାଲି ଗଲା ମା ପୁଅ ଙ୍କ ଜୀବନ, ବାପା ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି । ସୂଚନା ଅନୁଯାୟୀ, ଟାଟା ଷ୍ଟିଲ କାରଖାନା ରେ ରୋହିତ ରାଠୋର…
Read More...

ଅନୁଗୁଳ ଜିଲ୍ଲାର ଆଇଏଏସ୍‌ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର

୨୦୨୩ ବ୍ୟାଚ୍‌ର ଆଇଏଏସ୍‌ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର। କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ଆଇଏଏସ୍ ପରୀକ୍ଷା-୨୦୨୩ରେ ଦ୍ବିତୀୟ ରାଙ୍କ ରଖିଥିବା ଅନୁଗୁଳ ଜିଲ୍ଲା ତାଳଚେର ର ଓଡ଼ିଆ ପୁଅ ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି।ଉତ୍ତରାଖଣ୍ଡର…
Read More...

ଛିଡା ହୋଇ ଥିବା ହାଇୱା କୁ ଧକ୍କା ଦେଲା ବାଇକ୍, ଜଣେ ମୃତ ଓ ଜଣେ ଗୁରୁତର

ଛିଡା ହୋଇ ଥିବା ହାଇୱା କୁ ଧକ୍କା ଦେଲା ବାଇକ୍, ଜଣେ ମୃତ ଓ ଜଣେ ଗୁରୁତର।ଅନୁଗୁଳ ସଦର ଥାନା ଅନ୍ତର୍ଗତ ବେନ୍ତପୁର ଓଭର୍ ବ୍ରିଜ ନିକଟରେ ଛିଡା ହୋଇ ଥିବା ହାଇୱା କୁ ଧକ୍କା ଦେଲା ବାଇକ। ଯାହା ଫଳରେ ଣେ ମୃତ ଓ ଜଣେ ଗୁରୁତର ହୋଇଛନ୍ତି। ସେମାନେ ହେଲେ ବଅଁରପାଳ ଥାନା ଅଧୀନସ୍ଥ ତୁଳସୀପାଳ…
Read More...

ଲକ୍ଷ୍ମୀପ୍ରିୟାପୁର ଡକାୟତି ମାମଲାରେ ଅନୁଗୁଳ ଜିଲ୍ଲା ପୋଲିସ କୁ ମିଳିଲା ବଡ ସଫଲତା

ଲକ୍ଷ୍ମୀପ୍ରିୟାପୁର ଡକାୟତି ମାମଲାରେ ଅନୁଗୁଳ ଜିଲ୍ଲା ପୋଲିସ କୁ ମିଳିଲା ବଡ ସଫଲତା।୯ ଗିରଫ ସହିତ ପିସ୍ତଲ,ମୋବାଇଲ, ଟଙ୍କା,ବାଇକ, କାର, ସୁନା ଓ ରୁପା ଆଦି ଜବତ।ନଭେମ୍ବର ୨୫ତାରିଖ ସୋମବାର ରାତି ୮ଟା ସମୟରେ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଲକ୍ଷ୍ମୀପ୍ରିୟାପୁର ଗାଁ ର ବିଜୟ ସାହୁ…
Read More...

ଜିନ୍ଦଲ ର କି ଗୁଣ ଶୁଣିବେ: ମୂଳରୁ ପାହାଚ ପାହାଚ

ଜିନ୍ଦଲ ର କି ଗୁଣ ଶୁଣିବେ: ମୂଳରୁ ପାହାଚ ପାହାଚ।କେଳେଙ୍କାରି ଲୁଚାଇବାକୁ ଯାଇ ଉତ୍କୋଚ ଦେବାକୁ ପ୍ରୟାସ।ଜନତାଙ୍କ ବୃହତ୍ତର ସ୍ୱାର୍ଥରେ ସରକାର ଜିନ୍ଦଲ ର ପରିଚାଳନା ନିଜ ହାତରେ ନେବାର ଆସିଛି ସମୟ।ଆମର ଏ ଖବର ଦେଖିଲେ ଅନେକଙ୍କ ଶରୀର ଝିମଝିମ ମାରିଯିବ। କାରଣ ଜନତାଙ୍କ ସ୍ବାର୍ଥ ବିରୁଦ୍ଧରେ…
Read More...

ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅନୁଷ୍ଟିତ ଜିନ୍ଦଲ ପାଇଁ ଆରପିଡିଏସି ମିଟିଂ କୁ କଂଗ୍ରେସର ଜୋରଦାର ବିରୋଧ

ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅନୁଷ୍ଟିତ ଜିନ୍ଦଲ ପାଇଁ ଆରପିଡିଏସି ମିଟିଂ କୁ କଂଗ୍ରେସର ଜୋରଦାର ବିରୋଧ।ଜିନ୍ଦଲ ଏକ ଜାଗା ଚୋର ଜମି ଚୋର: କଂଗ୍ରେସ।ଜିନ୍ଦଲ ବିରୁଦ୍ଧରେ କମ ଦାମରେ ଦରକାର ନ ଥିବା ସତ୍ତ୍ୱେ ଲୋକଙ୍କ ଜମି ହଡ଼ପ ଅଭିଯୋଗ।ଆଜି ବୁଧବାର ଅପରାହ୍ନରେ ଅନୁଗୁଳ ସହର ସର୍କିଟ…
Read More...

ଅଜଣା ଗାଡି ଧକ୍କାରେ ଯୁବକ ମୃତ

ଅଜଣା ଗାଡି ଧକ୍କାରେ ଯୁବକ ମୃତ, ପ୍ରତିବାଦରେ ଟାୟାର ଜାଳି ରାସ୍ତା ଅବରୋଧ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରାସ୍ତାରେ କୁଦୁଅପାଳ ପାଳ ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ , ମୃତକ ହେଲେ ସେହି ଗାଁର କିଶୋରୀ ନାଏକ । କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ଗ୍ରାମବାସୀଙ୍କ ପକ୍ଷରୁ ଟାୟାର…
Read More...

କଇଁଚି ଭୂଷି ଜଣ ଙ୍କୁ ହତ୍ୟା

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଅଁରପାଳ କଲେଜ ନିକଟରେ ଥିବା ଏକ ଦୁଇ ମାହଲା ଘରୁ ବଅଁରପାଳ ପୋଲିସ ଜଣେ ବ୍ୟକ୍ତି ଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଧାର୍ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଛନ୍ତି। ସୂଚନା ଯେ, ଯାଜପୁର ରୋଡ ଅଞ୍ଚଳର ମଧୁ ସୁଦନ ନାୟକ ବଅଁରପାଳ…
Read More...

ଅନୁଗୁଳ ରେ ସ୍ଵାଧୀନତା ଦିବସ ପାଳିତ

ଅନୁଗୁଳ ରେ ଜିଲା ସ୍ଥାରୀୟ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଛି ।ଆୟୋଜିତ ଜିଲା ସ୍ଥାରୀୟ ଉତ୍ସବରେ ଜିଲାପାଳ ଅନୁଗୁଳ ମହମ୍ମଦ ଅଵଦ୍ଦୁଲ ଅଖରତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ । ରାଷ୍ଟ୍ର ଉଦେଶ୍ୟ ନିଜର…
Read More...

ଉଦଘାଟିତ ହେଲା ଅବକାରୀ ବିଭାଗର ଦୁଇ ଗୋଟି କାର୍ଯ୍ୟାଳୟ

ଉଦଘାଟିତ ହେଲା ଅବକାରୀ ବିଭାଗର ଦୁଇ ଗୋଟି କାର୍ଯ୍ୟାଳୟ।ଅନୁଗୁଳ ଜିଲ୍ଲାରେ ଆଜି ଦୁଇ ଗୋଟି ଅବକାରୀ କାର୍ଯ୍ୟାଳୟ ର ଶୁଭ ଉଦଘାଟନ ହୋଇଛି। ଅନୁଗୁଳ ଜିଲ୍ଲାରେ ଅବକାରୀ ନିରୀକ୍ଷକ ଜିଲ୍ଲା ଭ୍ରାମ୍ୟମାଣ ବିଭାଗ କାର୍ଯ୍ୟାଳୟ ଏବଂ ଅବକାରୀ ନିରୀକ୍ଷକ ସଦର ରେଞ୍ଜ୍ କାର୍ଯ୍ୟାଳୟ ନଥିବାରୁ ଦୀର୍ଘ ଦିନ…
Read More...