Webportal
Browsing Category

Angul District

ଜିନ୍ଦଲ କମ୍ପାନୀ ର ଜୁଲମ ରେ ଅତିଷ୍ଟ ଗ୍ରାମବାସୀଙ୍କ ଆତ୍ମହୁତି ଚିନ୍ତା

ଜିନ୍ଦଲ କମ୍ପାନୀ ର ଜୁଲମ ରେ ଅତିଷ୍ଟ ଗ୍ରାମବାସୀଙ୍କ ଆତ୍ମହୁତି ଚିନ୍ତା।ପ୍ରଶାସନ ଜିନ୍ଦଲ ସହିତ ହାତ ମେଳାଇଥିବା ଅଭିଯୋଗ।ଅନୁଗୁଳ ସ୍ଥିତ ଜିନ୍ଦଲ କମ୍ପାନୀ ବିରୁଦ୍ଧରେ ବାରମ୍ଵାର ଅଭିଯୋଗ ହେଉଥିଲେ ମଧ୍ୟ ନା ପ୍ରଶାସନ କୌଣସି ପଦକ୍ଷେପ ନେଇଛି ନା ଜିନ୍ଦଲ ଟିକିଏ ବି ସୁଧୁରୁଛି। ଆମ…
Read More...

ଅନୁଗୁଳ ରେ ୨୩ ତାରିଖରେ ଆୟୋଜିତ ହେବାକୁ ଥିବା ରକ୍ତଦାନ ଶିବିରରୁ ୫୦୦ ୟୁନିଟ ରକ୍ତ ସଂଗ୍ରହ ପାଇଁ ଆଶାବାଦୀ

ଅନୁଗୁଳ ଜିଲ୍ଲା ଠିକାଦାର ସଙ୍ଘ ପକ୍ଷରୁ ଅନୁଗୁଳ ସହର ର କଳାକେନ୍ଦ୍ର ଠାରେ ଆସନ୍ତା ୨୩ ଫେବୃଆରୀ ରବିବାର ଦିନ ଏକ ବିଶାଳ ରକ୍ତଦାନ ଶିବିରର ଆୟୋଜନ କରାଯାଉଛି। ଏହି ଶିବିରରେ ୫୦୦ ୟୁନିଟ ରକ୍ତ ସଂଗ୍ରହ ପାଇଁ ଠିକାଦାର ସଙ୍ଘ ଆଶା ରଖିଛି। ଏଥିପାଇଁ ସମାଜର ସମସ୍ତ ବର୍ଗଙ୍କ ସହାୟତା ନିବେଦନ…
Read More...

ପାଲଲହଡ଼ା ରେ ପଟାସ ସାର କୁ ଲୁଣ ଭାବି ଖାଇ ପାଞ୍ଚ ଶିଶୁ ଗୁରୁତ୍ତର

ପଟାସ ସାର କୂ ଲୁଣ ଭାବି ଖାଈ ଗୋଟିଏ ଗ୍ରାମର ପାଞ୍ଚ ଜଣ ଶିଶୁ ଗୁରୁତ୍ତର ହୋଇ ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଲୟ ରେ ଚିକିତ୍ସାଧୀନ ଥିବା ଜଣାପଡିଛି। ସୂଚନା ଅନୁଯାଇ ରବିବାର ଅପରାହ୍ନ ୧.୩୦ ମିନିଟ ସମୟରେ ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ପାଲଲହଡ଼ା ସୀମାନ୍ତ ସରୁଆଳୀ ପଞ୍ଚାୟତ…
Read More...

ପୋଲିସକୁ ଚ୍ୟାଲେଞ୍ଜ : ଯୁବକଙ୍କୁ ମାରଣାସ୍ତ୍ର ରେ ଆକ୍ରମଣ

ଯୁବକଙ୍କୁ ମାରଣାସ୍ତ୍ର ରେ ଆକ୍ରମଣ, ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଜଣେ ଯୁବକ ଙ୍କୁ ମାରଣାସ୍ତ୍ର ରେ ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ଭର୍ତି କରାଯାଇଛି। ଗୁରୁତର ଯୁବକ ଜଣଙ୍କ କଟକ ଅଞ୍ଚଳର ଗଙ୍ଗାଧର ସେଠି ବୋଲି ଜଣା ପଡିଛି। ଗଙ୍ଗାଧର…
Read More...

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ହାତୀ ଆକ୍ରମଣରେ ବୃଦ୍ଧ ମୃତ । ଅନୁଗୁଳ ବନଖଣ୍ଡ ପୁରୁଣାଗଡ଼ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ।ମୃତ ବୃଦ୍ଧ ହେଲେ ସେହି ଗାଁର ଶମ୍ଭୁ ପ୍ରଧାନ (୬୨ ) ।ଶମ୍ଭୁ ଆଜି ସକାଳେ କୌଣସି କାମରେ ଘର ନିକଟ ଜଙ୍ଗଲକୁ ଯାଇଥିବା ସମୟରେ ଏକ ହାତୀ ଆକ୍ରମଣ କରିଥିଲା ।ଫଳରେ ଘଟଣା ସ୍ଥଳରେ ତାଙ୍କର…
Read More...

ଟ୍ରକ ଧକ୍କାରେ ଚାଲି ଗଲା ମା ପୁଅ ଙ୍କ ଜୀବନ, ବାପା ଗୁରୁତର

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ୫୫ ନମ୍ବର ଜାତୀୟ ରାଜପଥ ର ନୂତନ ଓଭର୍ ବ୍ରିଜ ଅଣ୍ଡରପାସ ନିକଟରେ ଟ୍ରକ ଧକ୍କାରେ ଚାଲି ଗଲା ମା ପୁଅ ଙ୍କ ଜୀବନ, ବାପା ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି । ସୂଚନା ଅନୁଯାୟୀ, ଟାଟା ଷ୍ଟିଲ କାରଖାନା ରେ ରୋହିତ ରାଠୋର…
Read More...

ଅନୁଗୁଳ ଜିଲ୍ଲାର ଆଇଏଏସ୍‌ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର

୨୦୨୩ ବ୍ୟାଚ୍‌ର ଆଇଏଏସ୍‌ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର। କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ଆଇଏଏସ୍ ପରୀକ୍ଷା-୨୦୨୩ରେ ଦ୍ବିତୀୟ ରାଙ୍କ ରଖିଥିବା ଅନୁଗୁଳ ଜିଲ୍ଲା ତାଳଚେର ର ଓଡ଼ିଆ ପୁଅ ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି।ଉତ୍ତରାଖଣ୍ଡର…
Read More...

ଛିଡା ହୋଇ ଥିବା ହାଇୱା କୁ ଧକ୍କା ଦେଲା ବାଇକ୍, ଜଣେ ମୃତ ଓ ଜଣେ ଗୁରୁତର

ଛିଡା ହୋଇ ଥିବା ହାଇୱା କୁ ଧକ୍କା ଦେଲା ବାଇକ୍, ଜଣେ ମୃତ ଓ ଜଣେ ଗୁରୁତର।ଅନୁଗୁଳ ସଦର ଥାନା ଅନ୍ତର୍ଗତ ବେନ୍ତପୁର ଓଭର୍ ବ୍ରିଜ ନିକଟରେ ଛିଡା ହୋଇ ଥିବା ହାଇୱା କୁ ଧକ୍କା ଦେଲା ବାଇକ। ଯାହା ଫଳରେ ଣେ ମୃତ ଓ ଜଣେ ଗୁରୁତର ହୋଇଛନ୍ତି। ସେମାନେ ହେଲେ ବଅଁରପାଳ ଥାନା ଅଧୀନସ୍ଥ ତୁଳସୀପାଳ…
Read More...