Webportal
Browsing Category

ANGUL

ଅନୁଗୁଳ ରେ କିଟ କେୟାର୍ସ ର କୁଇଜ ପ୍ରତିଯୋଗିତା ଅନୁଷ୍ଟିତ

ଅନୁଗୁଳ ରେ କିଟ ୟୁନିଭରସିଟି ର କିଟ କେୟାର୍ସ ପକ୍ଷରୁ କ୍ଵିଜ ପ୍ରତିଯୋଗିତା କରାଯାଇଥିଲା | ସ୍ଥାନୀୟ ରୋଟାରି ପବ୍ଲିକ ସ୍କୁଲ ପରିସରରେ ଏହି କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଏହି ପ୍ରତିଯୋଗିତା ରେ ୧୦୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ | ପ୍ରତିବର୍ଷ କିଟ ୟୁନିଭର୍ସିଟି…
Read More...

ଅନୁଗୁଳ ରେ କିଟ କିସ ପକ୍ଷରୁ ସମସ୍ତଙ୍କ ପାଇଁ ଶିକ୍ଷା ନେଇ ଗଣଦୌଡ଼ ଅନୁଷ୍ଟିତ

ଅନୁଗୁଳ ଜିଲ୍ଲା ରେ କିଟ, କିସ ପକ୍ଷରୁ ସମସ୍ତଙ୍କ ପାଇଁ ଶିକ୍ଷା ସଚେତନତା ନେଇ ଗଣ ଦୌଡ଼ ର ଆୟୋଜନ| ଏହି ଅବସରରେ ରବିବାର ଏକ ମିନି ମାରାଥନ୍‍ ଅନୁଷ୍ଠିତ ହୋଇଯାଇଛି। ଏହି ମିନି ମାରାଥନ୍‍ ଅନୁଗୁଳ ଜିଲ୍ଲା ସମେତ ଓଡ଼ିଶାର ୩୫ ଟି ସ୍ଥାନରେ ଆୟୋଜନ କରାଯାଇଥିଲା |ଏଥିରେ…
Read More...

ଅନୁଗୁଳ ଜିଲ୍ଲା ପୋଲିସ ପକ୍ଷରୁ ନିଖୋଜ ମୋବାଇଲ ହସ୍ତାନ୍ତର ମେଳା ୩.୦ ର ଆୟୋଜନ

ଗତ ଜୁନ ମାସ ଠାରୁ ଆଜି ଶନିବାର ଜାନୁଆରି ୧୭ ତାରିଖ ତୃତୀୟ ଥର ପାଇଁ ଅନୁଗୁଳ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପରିସରରେ ନିଖୋଜ ଓ ଚୋରି ହୋଇଯାଇଥିବା ମୋବାଇଲ ହସ୍ତାନ୍ତର ମେଳା ଜିଲ୍ଲା ପୋଲିସ ପକ୍ଷରୁ ଆୟୋଜନ କରାଯାଇଥିଲା। ଏହି ଅବସରରେ ନିଖୋଜ ଓ ଚୋରି ହୋଇଯାଇଥିବା ୨୩୦ ଟି ସ୍ମାର୍ଟ ଫୋନ…
Read More...

ଅନୁଗୁଳ ରାଜରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ଠାରେ ଦୁର୍ଘଟଣା ରେ ଜଣେ ମୃତ। ମୃତକ ଜଣ ଙ୍କ  ଟାପଢୋଲ ଅଞ୍ଚଳର ବିଷ୍ଟୁ ଚରଣ ପ୍ରଧାନ ବୋଲି ଜଣା ପଡିଛି। ଖବର ପାଇ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ସୂଚନା ଯେ, ଟାପଢୋଲ ଅଞ୍ଚଳରେ ରହୁଥିବା ବିଷ୍ଟୁ ଚରଣ ପ୍ରଧାନ ଅନୁଗୁଳ ଟାଉନ ଥାନା ଅଧୀନସ୍ଥ ରାଜ…
Read More...

ମନେରେଗା ବଞ୍ଚାଅ ଅଭିଯାନ କ୍ରମରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଉପବାସ ଧାରଣା ପ୍ରତିବାଦ ଅନୁଷ୍ଠିତ

ମନେରେଗା ବଞ୍ଚାଅ ଅଭିଯାନ କ୍ରମରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଉପବାସ ଧାରଣା ପ୍ରତିବାଦ ଅନୁଷ୍ଠିତ। ରବିବାର ପୂର୍ବାହ୍ନରେ ସ୍ଥାନୀୟ ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମନରେଗା ବଞ୍ଚାଅ ଅଭିଯାନ କ୍ରମରେ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ…
Read More...

ଭୟଙ୍କର ଅଗ୍ନିକାଣ୍ଡ : ଜିଅନ୍ତା ଜଳିଗଲେ ଯୁବକ

ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଗୀତାଗ୍ରାମରେ ଭୟାନକ ଅଗ୍ନିକାଣ୍ଡ। ଜିଅନ୍ତା ଜଳିଗଲେ ଯୁବକ। ସୋମବାର ଭୋର୍ ସମୟରେ ଅଗ୍ନିକାଣ୍ଡ ଘଟି ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବର ପାଇ ଅନୁଗୁଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।ସୂଚନାନୁଯାୟୀ, ଜୟପୁର ଅଞ୍ଚଳର…
Read More...

ଓଡିଶା ଉଦୟ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରର ରକ୍ତଦାନ ଭବନ ଠାରେ ଓଡିଶା ଉଦୟ ଫାଉଣ୍ଡେସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା |ଏହି ଶିବିରରେ ମୁଖ୍ୟ ଅତିଥିଭାବେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି,ସମ୍ମାନିତ ଅତିଥି ଭାବେ ଅନୁଗୁଳ ପୌରପାଳିକା ନଗରପାଳ ଅକ୍ଷୟ ସାମନ୍ତ…
Read More...

ଅନୁଗୁଳ ରେ ରକ୍ତରେ ଖେଳାଗଲା ହୋଲି; ଆକ୍ରମଣରେ ବ୍ୟକ୍ତି ମୃତ

ରକ୍ତରେ ଖେଳିଲେ ହୋଲି, କଟୁରୀ ମାଡ ରେ ଜଣେ ମୃତ। ଅନୁଗୁଳ ସହର ନାଖରାସାହି ଠାରେ ବୁଲିଲା ମାରଣାସ୍ତ୍ର। କଟୁରୀ ଚୋଟରେ ଜଣେ ମୃତ । ଗାଧୋଇବା ପାଇଁ ଯାଇଥିବା ବେଳେ ଆଜାଦ ହୋସେନ ନାମକ ଜଣେ ବ୍ୟକ୍ତିଙ୍କୁ ମଣ୍ଟୁ ସାମନ୍ତରାୟ ନାମକ ଜଣେ ଯୁବକ ହାଣି ଘଟଣା ସ୍ଥଳରୁ ଚମ୍ପଟ । ପଛରୁ ଆସି ବେକକୁ…
Read More...

ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ସାମ୍ୱାଦିକ ସଦସ୍ୟଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ

ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ସାମ୍ୱାଦିକ ସଦସ୍ୟଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ।ବରିଷ୍ଟ ସାମ୍ୱାଦିକ ଅର୍ଧେନ୍ଧୁ ଦାସ ଦେଲେ ଗୁରୁମନ୍ତ୍ର।ଶନିବାର ସନ୍ଧ୍ୟାରେ ଅନୁଗୁଳର ଅଗ୍ରଣୀ ସାମ୍ୱାଦିକ ସମୁହ ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ସାମ୍ୱାଦିକ ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର…
Read More...

ଅନୁଗୁଳ ରେ ଚୋରଙ୍କ ସାହସ ଆକାଶ ଛୁଆଁ :ଶୈଳଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି

ଅନୁଗୁଳ ରେ ଚୋରଙ୍କ ସାହସ ଆକାଶ ଛୁଆଁ :ଶୈଳଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି।ସିସି ଟିଭି କାମ ନ କରିବା ଓ ସୁରକ୍ଷା କର୍ମୀ ନ ରହିବା ପାଇଁ ମନ୍ଦିର ପ୍ରଶାସନ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଦାୟୀ କଲେ ପରିଚାଳନା କମିଟି ସଦସ୍ୟ।ଅନୁଗୁଳ ଆରକ୍ଷୀ ଅଧିକ୍ଷକଙ୍କ ଦାୟିତ୍ୱ ରାହୁଲ ଜୈନ ସମ୍ଭାଳିବା…
Read More...