Webportal

ସଂଶୋଧିତ ନିର୍ଦେଶନାମା ଜାରିକଲେ ଅନୁଗୁଳ ଜିଲ୍ଲାପାଳ:ରାଜ୍ୟର ହଟସ୍ପଟ ଅଞ୍ଚଳରୁ ଜିଲ୍ଲାକୁ ଆସିଲେ କ୍ୱାରେଣ୍ଟଟାଇନ ବାଧ୍ୟତାମୂଳକ

0 392

ଅନୁଗୁଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ତାଙ୍କର ପୂର୍ବ ନିର୍ଦେଶନାମା ରେ ସଂଶୋଧନ କରି ଏକ ନୂତନ ନିର୍ଦେଶନାମା ଜାରି କରିଛନ୍ତି।ଏଥିରେ କୁହାଯାଇଛି ଯେ ରାଜ୍ୟର କୌଣସି ହଟସ୍ପଟ ଅଞ୍ଚଳରୁ ଅନୁଗୁଳ ଜିଲ୍ଲାକୁ ଯଦି ସାମ୍ପ୍ରତିକ ପରିସ୍ଥିତିରେ କୌଣସି ବ୍ୟକ୍ତି ଆସନ୍ତି ତେବେ ତାଙ୍କୁ ୧୪ ଦିନ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟଟାଇନ ରେ ରହିବାକୁ ହେବ।ବ୍ୟତିକ୍ରମ ଘଟିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.