Webportal

ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ସ୍ଥିରତା ବଜାୟ ରଖିବା ପାଇଁ ଅନୁଗୁଳ ଏସ୍ପିଙ୍କ ପ୍ରଶଂସନୀୟ ପଦକ୍ଷେପ

0 655

ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ଯେପରି କୌଣସି ବାଧା ସୃଷ୍ଟି ନ ହୁଏ ସେଥିପାଇଁ ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମିନା ସ୍ପଷ୍ଟ ସନ୍ଦେଶ ସାଧାରଣ ଜନତାଙ୍କ ଉଦେଶ୍ୟରେ ତାଙ୍କର ଅଫିସିଆଲ ଫେସବୁକ ଆକାଉଣ୍ଟ ରେ ଦେଇଛନ୍ତି।
ସେଥିରେ କୁହାଯାଇଛି ଯେ ସାମଗ୍ରୀ ପରିବହନ ପାଇଁ ବ୍ୟବହୃତ ହେଉଥିଲେ ମାଲ ଥିବା ବା ଖାଲିଥିବା ପିକଅପ ଓ ଟ୍ରକ ଗୁଡିକର ଯାତାୟାତ ପାଇଁ କଟକଣା ନାହିଁ।ଏହା ସହିତ ସମାନ କାର୍ଯ୍ୟ ପାଇଁ ବ୍ୟବହାର ହେଉଥିବା ଦୁଇଚାକିଆ ପାଇଁ ମଧ୍ୟ କଟକଣା ନାହିଁ।ଯଦି କାହାକୁ ଅସୁବିଧା ହୁଏ ତେବେ ସେ ତାଙ୍କର ମୋବାଇଲ ନମ୍ବର ୯୪୩୮୯-୧୬୪୩୦ ରେ ଯୋଗାଯୋଗ କରିବା ପାଇଁ କହିଛନ୍ତି।

Leave A Reply

Your email address will not be published.