Webportal

ଅନୁଗୁଳରେ ବିଜେଡି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ

0 345

ଆଜି ନାମାଙ୍କନ ପତ୍ର ଦାଖଲ କରିଲେ ଅନୁଗୋଳ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାଥୀ ରଜନୀକାନ୍ତ ସିଂହ
ଅନୁଗୋଳ ନିର୍ବାଚନ ମଣ୍ଡଳୀର ୧୫.୦୦୦ରୁ ଉର୍ଦ୍ଧ ସଂଖ୍ୟାରେ ଆଜି ବିଜେଡି କର୍ମୀଙ୍କ ସହ ବହୁ ବରିଷ୍ଠ ବିଜେଡି ନେତା ଓ ବିଜେଡିରେ ନବ ଯଡିତ ହୋଇଥିବା ବରିଷ୍ଠ ନେତା ଶ୍ରୀଯୁକ୍ତ ମୀନକେତନ ଅମାନ୍ତ ତାଙ୍କର ୧୦୦୦ରୁ ଉର୍ଦ୍ଧ ସମର୍ଥକ ଙ୍କ ସହ ଏକ ବାଇକ ରାଲି କରି ବଅଁରପାଳ ଜଗନ୍ନାଥ ମନ୍ଦିରରୁ ଶୋଭାଯାତ୍ରାରେ ଆସି ଅନୁଗୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଗୋଳ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ସିଂହ (ମଣ୍ଟୁ ବାବୁ ) ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Leave A Reply

Your email address will not be published.