Webportal

ହାତୀ କଚାଡି ମାରିଲା ମହିଳାଙ୍କୁ

0 227

ଅନୁଗୁଳ ଜିଲ୍ଲାରେ ପୁନର୍ବାର ହାତୀ ଆକ୍ରମଣରେ ଜଣେ ମୃତ।ଆଜି ଭୋରୁ ହଣ୍ଡପା ଥାନା ପ୍ରତାପପୁର ଗ୍ରାମରେ ମଂଜୁଲତା ସାହୁ ନାମକ ଜଣେ ମହିଳା ତାଙ୍କ ଘରେ ଝାଡୁ କରୁଥିବା ସମୟରେ ହାତୀ ଟେକି କଚାଡି ମାରିଦେଲା। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖା ଦେଇଛି ଓ କ୍ଷତି ପୂରଣ ଦାବିରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଲୋକେ।

Leave A Reply

Your email address will not be published.