Webportal

3ରୁ ପ୍ରବଳ ବର୍ଷିବ

0 218

ଦୁଇ ତାରିଖରେ ଉତ୍ତର – ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ତିନି ତାରିଖରୁ ପ୍ରବଳ ବର୍ଷା ହେବ ଯାହା ଛଅ  ତାରିଖ ସୁଦ୍ଧା ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ଠାରେ ଅତିକ୍ରମ କରିବ ବୋଲି ପାଣିପାଗ ବିଶେସଜ୍ଞ ଡକ୍ତରଶରତ ଚନ୍ଦ୍ର ସାହୁ କହିଛନ୍ତି। ଏହାର ପ୍ରଭାବରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, କଟକ ଓ ଢେ଼ଙ୍କାନାଳ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି।ସେଇପରି ତିନି ତାରିଖରେ ପ୍ରବଳ ବର୍ଷା ର ଆଶଙ୍କା ଥିବା ଉପକୂଳବର୍ତ୍ତୀ ଜିଲ୍ଲା ସବୁ ହେଲା ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେ଼ଙ୍କାନାଳ, ନୟାଗଡ଼, ସମ୍ବଲପୁର, ସୁନ୍ଦରଗଡ, ବରଗଡ଼, ଝାରସୁଗୁଡା, ଦେବଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ।

Leave A Reply

Your email address will not be published.