Webportal

ହତ୍ୟାକାଣ୍ଡ

0 215

ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଂଚଳରେ ଅଘଟଣ।ସାମନ୍ୟ ବଚସା ରୁ ଜୀବନ ହାନି ,ଏପରି ଅଭାବନୀୟ ଘଟଣା ଘଟିଛି ଶିଆଳିନଇ ବିସ୍ଥାପିତ ବସ୍ତିରେ। ଗତକାଲି ଚିରୁ ଦେହୁରୀଙ୍କ କଟୁରି ଚୋଟରେ ଶଙ୍କର ଦେହୁରୀ ମୃତ,ପାଲଟା ଆକ୍ରମଣରେ ଚିରୁ ମଧ୍ୟ ଗୁରୁତର ଆହତ ହୋଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି, କରଞିଆ ପୋଲିସର ତଦନ୍ତ ଜାରି ।

Leave A Reply

Your email address will not be published.