Webportal

ଶିକ୍ଷାନୁଷ୍ଠାନ ଗୁଡିକରୁ ବନ୍ଦ ହେବ ରାଜନୈତିକ ଦୋକାନ, ଏଣିକି ହେବ ନାହିଁ ନିର୍ବାଚନ

0 293

ଏକ ବହୁ ପ୍ରତୀକ୍ଷିତ ସ୍ୱାଗତଯୋଗ୍ୟ ନିଷ୍ପତ୍ତି ଅନୁସାରେ ଏଥର ରାଜ୍ୟର ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ଏଣିକି ଆଉ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ।ଏ ନେଇ ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ କୁଳପତି ମାନଙ୍କୁ ନିର୍ଦେଶନାମା ଜାରୀ କରାଯାଇଛି।ଇଲେକ୍ସନ ନ କରି ବିଦ୍ୟାର୍ଥୀ ମାନଙ୍କର ପ୍ରତିନିଧି ମାନଙ୍କୁ ସିଲେକ୍ସନ ଜରିଆରେ ବାଛିବାକୁ କୁହାଯାଇଛି।ଏହା ଫଳରେ ଅଯଥା ରାଜନୈତିକ ହସ୍ତକ୍ଷେପ ଯୋଗୁଁ ନଷ୍ଟ ହେଉଥିବା ଶିକ୍ଷାର୍ଥୀ ମାନଙ୍କର ଭବିଷ୍ୟତ ସୁରକ୍ଷିତ ରହିବାର ଆଶା କରାଯାଉଛି।

Leave A Reply

Your email address will not be published.