Webportal

ରାତ୍ରି ଜଗୁଆଳିଙ୍କର ଅସ୍ୱାଭାବିକ ମୃତ୍ୟୁ

0 179

ଅନୁଗୁଳ ଜିଲ୍ଲା କଣିହାଁ ଉଠାଜଳସେଚନ ବିଭାଗ କାର୍ଯ୍ୟାଳୟ ଭିତରେ ରାତି ଜାଗୁଆଳିଙ୍କ ଅସ୍ୱାବଭିକ ମୃତ୍ୟୁ। ମୃତକ ଜଣକ ହେଲେ ତେଲୋକବେଡା ଗାଁର ହାଡ଼ିବନ୍ଧୁ ଗଡ଼ନାୟକ ଯିଏ ରାତିରେ କାର୍ଯ୍ୟାଳୟ ଭିତରେ ଶୋଇଥିଲେ। ସକାଳେ ଅଫିସ ଖୋଲିବା ସମୟରେ ଅନ୍ୟ କର୍ମଚାରୀ ମାନେ ଆସି ତାଙ୍କୁ ଉଠାଇଥିଲେ ମଧ୍ୟ ସେ ଉଠି ନଥିଲେ । ପରେ ତାଙ୍କର ମୃତ୍ୟୁ ହୋଇ ସାରିଥିବା ଜଣା ପଡିଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.