Webportal

ରାଜ୍ୟରେ ଖୋଲିବ ୬୦ ନୂଆ କୋର୍ଟ

0 180

ଗତବର୍ଷ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟରେ ୬୦ଟି ନୂତନ କୋର୍ଟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି।ଏହା ବ୍ୟତୀତ ୩୮ଟି ସ୍ଥାନରେ ଜେ ଏମ ଏଫ ସି କୋର୍ଟ ଖୋଲିବାକୁ ସ୍ଥିର ହୋଇଛି ବୋଲି ବିଧାନସଭା ରେ ପ୍ରଶ୍ନ କାଳରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।ବର୍ତ୍ତମାନ ଥିବା ୩୧ଟି ଗ୍ରାମ୍ୟ ନ୍ୟାୟାଳୟ କୁ ଜେ ଏମ ଏଫ ସି କୋର୍ଟର ମାନ୍ୟତା ଦିଆଯାଇଛି ବୋଲି ମଧ୍ୟ ମନ୍ତ୍ରୀ କହିଥିଲେ।

Leave A Reply

Your email address will not be published.