Webportal

ମର୍ମନ୍ତୁଦ ଦୁର୍ଘଟଣା

0 309

ଅନୁଗୁଳ ଜିଲ୍ଲା ଜରପଡା ଥାନା ନିକଟ ଛେଣ୍ଡିପଦା ରୁ ଜରପଡା ଯାଇଥିବା ରୋଡ଼ ର ଜରପଡା ରେଲୱେ ଓଭର ବ୍ରିଜ ନିକଟରେ ଏକ ମର୍ମଦନ୍ତ ଦୃଘଟଣା ଘଟି ଜରପଡା ଆଡୁ ଛେଣ୍ଡିପଦା ଆଡକୁ ଯାଉଥିବା ଓଡ଼ି ୩୫ ଡି ୦୬୩୪ ନମ୍ବର ଯୁକ୍ତ ଟ୍ରକ ବାଇକ ଆରୋହୀ ଙ୍କୁ ଧକ୍କା ଦେବା ଫଳ ରେ ଘଟଣା ସ୍ଥଳରେ ଦୁଇ ଜଣ ଯାକଙ୍କର ମୁର୍ତ୍ୟୁ ଘଟିଛି l ମୃତକ ମାନଙ୍କର ସଠିକ ପରିଚୟ ମିଳି ନ ଥିବା ବେଳେ ପୋଲିସ ଅନୁସନ୍ଧାନ କରୁଛି।

Leave A Reply

Your email address will not be published.