Webportal

ଦୁର୍ଘଟଣା

0 265

ବାଙ୍କୀ , ତୁଳସୀ ପୁର ଠାରେ ହାଇଓୟାଧକ୍କା ରେ ଜଣଙ୍କର ମୁତ୍ୟୁ ଘଟିଛି ମୂତ୍ୟୁ ବକ୍ତି ଜଣଙ୍କ ସାଇକେଲ ରେ ଯାଉଥିବା ବେଳେ ବାଙ୍କୀ ପଟୁ ଆସୁଥିବା ବାଲିଵୋଝେଇ ହାଇଓୟାଗାଡିଟି ପଛପଟୁ ଧକ୍କା ଦେଇଥିଲା ଘଟଣା ସ୍ଥଳରେ ସାଇକେଲ ଆରୋହି ଙ୍କର ମୁତ୍ୟୁ ହୋଇଛି ତେବେ ପ୍ରାଥମିକ ଅନୁସନ୍ଧାନ ରୁ ମୁତ୍ୟ ବକ୍ତି ଙ୍କର ଘର ବରଂ ଗାଁ ବୋଲି ଜଣାପଡ଼ିଛି ଏହି ଘଟଣା କୁ ନେଇ ଆସ୍ତେ ଆସ୍ତେ ଉତେଜନା ପ୍ରକାଶ ପାଇବାରେ ଲାଗିଛି ,ସ୍ତାନୀୟ ଲୋକଙ୍କ ପକ୍ଷରୁ ମୁତ୍ୟକ ପରିବାର କୁ କ୍ଷତି ପୂରଣ ଦାବିରେ ଅବରୋଧ କରିଛନ୍ତି , ବେପରୁଆ ଗାଡି ଚାଳନା ଯୋଗୁ ବାରମ୍ବାର ଲୋକଙ୍କ ଧନ ଜୀବନ ନଷ୍ଟ ହେଉଥିବା ନେଇ ବିଭିନ୍ନ ଗଣମାଧ୍ୟମ ପ୍ରଶାସନ ର ଦୃଷ୍ଟି ଆର୍କସନ କଲେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ଆଗାମୀ ଦିନରେ ଅଧିକ ରୁ ଅଧିକ ଧନ ଜୀଵନ କ୍ଷୟକ୍ଷତି ହେବାର ଆଶଙ୍କା ପ୍ରକାଶ କରୁଛନ୍ତି ସାଧାରଣ ଜନତା

Leave A Reply

Your email address will not be published.