Webportal

ଟ୍ରେନ ଦୁର୍ଘଟଣାରେ ମହିଳା ମୃତ

0 321

ଅନୁଗୁଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗ ଗ୍ରାମର ମହିଳାଙ୍କ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଆଜି ସକାଳ ପ୍ରାୟ ୬ଟା ସମୟରେ ଏନ.ଟି.ପି.ସି ରେଳ ଲାଇନରେ ଗୁରୁଜାଙ୍ଗ ଗ୍ରାମର ମମତା ଦେହୁରୀ (୨୬) ସ୍ୱାମୀ ସୋମନାଥ ଦେହୁରୀ ଗାଧୋଇବାକୁ ଯିବା ସମୟରେ ଏନଟିପିସି ରେଳ ଲାଇନରେ କୋଇଲା ଲୋଡ୍ ଥିବା ରେଳରେ ଦୁର୍ଘଟଣା ହୋଇ ମୃତ୍ୟୁ ହୋଇଛି।

Leave A Reply

Your email address will not be published.