Webportal

କୋଇଲା ଖଣି ଅଘଟଣ ର ତୃତୀୟ ଦିନରେ ଆଉ ଏକ ଶବ ଉଦ୍ଧାର

0 261

ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଏମ ସି ଏଲ ଭରତପୁର କୋଇଲା ଖଣି ରେ ମାଟି ଖସି ହୋଇଥବା ଦୁର୍ଘଟଣାର ଆଜି ତୃତୀୟ ଦିନରେ ଆଉ ଜନଙ୍କ ଶବ ଉଦ୍ଧାର କରାଯାଇଛି ଯାହାକୁ ମିଶାଇ ସମୁଦାୟ ଦୁଇଟି ଶବ ଉଦ୍ଧାର କରାଗଲା।ଆହୁରି ମଧ୍ୟ କିଛି ଶବ ଫସି ରହିଥିବା କୁ ଦୃଷ୍ଟି ରେ ରଖି ଉଦ୍ଧାର କାର୍ଯ୍ୟ ଚାଲିଛି।

Leave A Reply

Your email address will not be published.