Webportal

କୁକୁର କାମୁଡ଼ାରେ ମୃତ୍ୟୁ

0 178

କଳାହାଣ୍ଡି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି ଦୁଇମାସ ତଳେ ଜଣେ ନାବାଳିକା କୁ ବୁଲା କୁକୁର ଦଳ ଝୁଣି ଖାଇଦେଇ ଥିବାବେଳେ ପୁଣୀ ବୁଲା କୁକୁର ଙ୍କ କାମୁଡା ରେ ବୃଦ୍ଦା ମୃତ ଘଟଣା ଅଂଚଳରେ କୋକୁଆ ଭୟ ସୃଷ୍ଟି କରିଛି। ଗୋଲାମୁଣ୍ଡା ବ୍ଲକ ବାଞିବାହାଲ ଗାଁ ରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ 57 ବର୍ଷୀଅ ଭୁମିସୁତା ମାଝୀ । ଶୌଚ ଯାଇଥିବା ବେଳେ ବୁଲା କୁକୁର ର ଶୀକାର ହୋଇଛି। ବୃଦ୍ଧା ଙ୍କ ବେକ , ମୁହଁ ଶରୀର ରେ କୁକୁର କାମୁଡିବା ଯୋଗୁଁ ଗଭୀର କ୍ଷତ ହୋଇଛି ।ତୁରନ୍ତ କୁକୁର ମାନଙ୍କୁ ଉଦ୍ଧାର କରିବା କିମ୍ବା ମାରିଦେବାକୁ ଦାବି ହେଉଛି।

Leave A Reply

Your email address will not be published.