Webportal

କୁକୁଡ଼ା ଫାର୍ମ ପୋଡି ନଷ୍ଟ

0 233

ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଶିମିଳିସାହିରେ ବାଉରୀ ସାହୁଙ୍କ କୁକୁଡ଼ା ଫାର୍ମ ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ଆଜି ଫାର୍ମ ରେ ଅଚାନକ ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ଛେଣ୍ତିପଦା ଦମକଳ ବାହିନି କୁ ଖବର ଦେଇଥିଲେ ଓ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତକରିବା ବେଳକୁ ଫାର୍ମଟି ସଂମ୍ପୁର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଥିଲା। ୧୦ବଖରା ଘର , ୫ଶହ କୁକୁଡା ଚିଆଁ ସହ ସମସ୍ତ ସାମଗ୍ରୀ ମଧ୍ୟ ଜଳିଥିବା ଜଣାପଡିଛି।ଅନ୍ୟ ପକ୍ଷରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁ ଲାଗି ଲକ୍ଷ୍ୟାଧିକ ଟଙ୍କାର ସଂମ୍ପତି ନଷ୍ଟ ହୋଇ ଯାଇଥିବା ଜଣା ପଡିଛି।

Leave A Reply

Your email address will not be published.