Webportal

କର୍ଣ୍ଣାଟକ ବିଧାନସଭାରେ ଅଶ୍ଲୀଳ ଭିଡ଼ିଓ ଦେଖି ଧରାପଡିଥିବା ବିଧାୟକ ଏବେ ଉପମୁଖ୍ୟମନ୍ତ୍ରୀ

ଏ ସରକାରୀ ଦଳର କି ପ୍ରକାର ରାଜନୈତିକ ବାଧ୍ୟବାଧକତା

0 263

କର୍ଣ୍ଣାଟକ ବିଧାନସଭା ଭିତରେ ୨୦୧୨ ମସିହାରେ ଅଶ୍ଲୀଳ ଭିଡ଼ିଓ ଦେଖି ଧରାପଡିଥିବା ବିଧାୟକ ଲକ୍ଷ୍ମଣ ସାଭାଡ଼ି ଏବେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ।ଓ ସମ୍ଭାଳୁଛନ୍ତି ଗୁରୁତ୍ୱପୂର୍ଣ୍ଣ ପରିବହନ ବିଭାଗ।ସେ ଗତ ବିଧାନସଭା ନିର୍ବାଚନରେ ପରାଜିତ ମଧ୍ୟ ହୋଇଥିଲେ।ଏଭଳି ସାଙ୍ଘାତିକ ଆଚରଣ କରିଥିବା ଏବଂ ନିର୍ବାଚନ ହାରିଥିବା ଲୋକକୁ କିପରି ଏଭଳି ଗୁରୁତ୍ୱପୂର୍ଣ୍ଣ ପଦ ମିଳିଲା ତା ଉପରେ ପ୍ରଶ୍ନ ଉଠାଇଛନ୍ତ ଖୋଦ ବିଜେପି ସାଂସଦ ରେଣୁକା ଚାର୍ଜନ। କିନ୍ତୁ ସୂଚନା ଅନୁଯାୟୀ କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାରର ପତନ ପଛରେ ମୁଖ୍ୟ ଭୂମିକା ନିଭାଇଥିବା ଯୋଗୁଁ ତାଙ୍କୁ ପୁରସ୍କୃତ କରାଯାଇଛି।

Leave A Reply

Your email address will not be published.