Webportal

କରୋନା ମୁକାବିଲା ପାଇଁ ଅନୁଗୁଳ ଜିଲ୍ଲାରେ ୧୮୬ ନୂତନ ପାରାମେଡ଼ିକାଲ କର୍ମୀ ନିଯୁକ୍ତ

0 303

କରୋନା କୁ ମୁକାବିଲା କରିବା ପାଇଁ ଅନୁଗୁଳ ଜିଲ୍ଲାରେ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଥିଲା।ଆଜି ଏଥିପାଇଁ ନିଯୁକ୍ତି ସାକ୍ଷାତକାର ଅନୁଷ୍ଠିତ ହୋଇଥାଏ।ଏହି ସନ୍ଦର୍ଭରେ ୧୮୬ ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି।

Leave A Reply

Your email address will not be published.