Webportal

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ୱାର୍ଡ ଉଦଘାଟିତ

0 227

ଅନୁଗୁୁଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅାଜି ନବନିର୍ମିତ ଜରା ଚିକିତ୍ସା ବିଭାଗ ଗୃହ ଓ ଚକ୍ଷୁ ବିଭାଗର ଗୃହ ଦୁଇଟି ୱାର୍ଡର ଶୁଭ ଉଦ୍‌ଘାଟନ ଉପ ବାଚଷ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୁଭ ଉଦ୍ଘାଟନ ଉତ୍ସବରେ ଜିଲ୍ଲାର ଜିଲ୍ଲାପାଳ ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ ଆଦି ଯୋଗଦେଇଥିଲେ ।ଯେଉଁ ଉଦ୍ଦେଶ୍ୟରେ ଏହି ଦୁଇ ୱାର୍ଡ ଉଦ୍ଘାଟନ ହୋଇଛି ସେହି ଉଦ୍ଦେଶ୍ୟ ରଖି ଲୋକଙ୍କ କାର୍ଯ୍ୟରେ କିପରି କାର୍ଯ୍ୟକାରୀ କରାଯାଇପାରିବ ସେଥିପ୍ରତି ଧ୍ୟାନଦେବାକୁ ଉପବାଚଷ୍ପତି ତଥା ବିଧାୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.