Webportal

ଅନୁଗୁଳ ଜିଲ୍ଲାରେ ବୁଧବାର ଲକଡାଉନ ଅବମାନନା ଜନିତ ରୁଜୁ ମାମଲା ଗୁଡ଼ିକର ବିବରଣୀ

0 439

ଅନୁଗୁଳ ଜିଲ୍ଲାରେ ବୁଧବାର ଲକ ଡାଉନ ନ ମାନିବା ପାଇଁ ୪୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ୨୦ ଲିଟର ଦେଶୀ ମଦ ଜବତ କରାଯାଇଛି।ବନ୍ତଳା ଥାନାରେ ଦୁଇ ଜଣ, ହଣ୍ଡପା ଥାନାରେ ତିନି ଜଣ,ଜରପଡା ଥାନାରେ ଜଣେ, ଅନୁଗୁଳ ଥାନାରେ ଜଣେ, କଲିଆରୀ ଥାନାରେ ସାତ ଜଣ,ଏନଟିପିସି ଥାନାରେ ଚାରି ଜଣ, ସମଲ ଥାନାରେ ଦୁଇ ଜଣ, ଆଠମଲ୍ଲିକ ଥାନାରେ ୬ ଜଣ, କିଆକଟା ଥାନାରେ ୮ ଜଣ ଓ କିଶୋରନଗର ଥାନାରେ ୬ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

Leave A Reply

Your email address will not be published.