Webportal

ଅନୁଗୁଳ ଜିଲ୍ଲାକୁ ବାହାର ରାଜ୍ୟର ଲୋକଙ୍କ ଆସିବା ଉପରେ ଲାଗିଲା କଟକଣା

0 350

ଆଜି ଦ୍ଵିତୀୟ ସଂଶୋଧିତ ନିର୍ଦେଶନାମା ଜାରିକରି ବାହାର ରାଜ୍ୟରୁ ମଧ୍ୟ ଅନୁଗୁଳ ଜିଲ୍ଲାକୁ ଆସିବା ଉପରେ କଟକଣା ଜାରି କରିଛନ୍ତି ଅନୁଗୁଳ ଜିଲ୍ଲାପାଳ। ଆସିଲେ ୧୪ ଦିନିଆ ସରକାରୀ କ୍ୱାରେଣ୍ଟଟାଇନ ରେ ରହିବାକୁ ବାଧ୍ୟ ହେବେ।କଟକଣା ଅବମାନନା କ୍ଷେତ୍ରରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ବିଶେଷ କାର୍ଯ୍ୟ ନ ଥିଲେ ଜିଲ୍ଲାକୁ ନ ଆସିବା ପାଇଁ ଏହି କଟକଣା ଜାରି କରାଯାଇଛି।

Leave A Reply

Your email address will not be published.