Webportal

ହାତୀ କରିଡ଼ର ର ଚମତ୍କାର; ଜଙ୍ଗଲରେ ଜାଗା ନ ପାଇ ସହର ମୁହାଁ ହୋଇ ମନୁଷ୍ୟ ମାରିଲା ହାତୀ

0 274

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ଼ ପଞ୍ଚାୟତରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ମୃତ। ମିଳିଥିବା ସୂଚନା ଅନୁଯାଇ ହାତୀ ଆକ୍ରମଣରେ ପ୍ରାଣ ହରାଇ ଥିବା ବ୍ୟକ୍ତି ଜଣଙ୍କ ତାଳଚେର୍ ବନବିଭାଗ ରେ କାର୍ଯ୍ୟରତ ଥିବା ସୂଚନା। ସେ ହାତୀ କୁ ଘଉଡାଇବା  ବେଳେ ଜଙ୍ଗଲି ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।ମୃତକଙ୍କ ହେଲେ ୫୦ ବର୍ଷୀୟ ବନବିଭାଗ କର୍ମଚାରୀ ଶରତ ଘଡେଇ ଓ ଘର ଜନ୍ଦାବାହାଳ ତାଳଚେର ଗୋଡିବନ୍ଧ ଅଞ୍ଚଳରେ।

Leave A Reply

Your email address will not be published.