Webportal

ଲାଞ୍ଚ ଅଭିଯୋଗରେ ବାଲିଅନ୍ତା ତହସିଲଦାର ଗିରଫ

0 422

ଭୁବନେଶ୍ୱର ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନ ଚାଷଜମିକୁ ଘରବାରୀ କରିବା ପାଇଁ ୧୨୦୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରା ଗିରଫ।ତାଙ୍କୁ ସହଯୋଗ କରୁଥିବା ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁ ମଧ୍ୟ ଗିରଫ।ଏହି ଦୁଇ ଅଭିଯୁକ୍ତଙ୍କ ଘରେ ମଧ୍ୟ ଚଢ଼ାଉ ଜାରି।ପୂର୍ବରୁ ମଧ୍ୟ ଏହି ତହସିଲଦାରଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ରହିଛି।

Leave A Reply

Your email address will not be published.