Webportal

ରେଳ ଧାରଣାରେ ଅଜଣା ବ୍ୟକ୍ତି ର ମୃତଦେହ

0 334

ଅନୁଗୁଳ ଥାନା ଅନ୍ତର୍ଗତ କୁମଣ୍ଡ ଚଣ୍ଡୀ ବଜାର ରେଳ ଲାଇନ ରେ ଅଜଣା ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖିବାକୁ ମିଳିଛି। ମୃତଦେହ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି। ଟ୍ରେନ ଧକ୍କା ରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତ୍ୟୁ ର କାରଣ ଅସ୍ପଷ୍ଟ। ପୋଲିସ ତଦନ୍ତ କଲେ ମୃତ୍ୟୁ ର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ଆଶା।

Leave A Reply

Your email address will not be published.