Webportal

ରାସ୍ତା ଉପରେ ଜଳିଗଲା ଟ୍ରକ

0 241

ଅନୁଗୁୁଳ ଜିଲ୍ଲ‍ ପାଲଲହଡ଼ା ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥ ଶିବ ମନ୍ଦିର ଛକ ନିକଟରେ ଅାଜି ଏକ ଦଶ ଚକିଆ ଟ୍ରକ୍‌ ହଠାତ୍‌ ଜଳିଯାଇଛି। ଖବର ପାଇ ପାଲଲହଡ଼ା ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅପରପକ୍ଷେ ଗାଡ଼ିର ଚାଳକ ସୁରକ୍ଷିତ ଥିବା ଜଣାପଡ଼ିଛି। ଟ୍ରକ୍‌ଟି ଦେବଗଡ଼ରୁ କେନ୍ଦୁଝର ଯାଉଥିଲା। ତେବେ ଶର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.