Webportal

ରାଜଧାନୀ ରେ କାର ସୋରୁମ ରେ ଡକାୟତି

0 231

ରାଜଧାନୀ ଭୁବନେଶ୍ବର ଉପକଣ୍ଠ ରେ ଲୁଟ। ଜଗନ୍ନାଥ ସଡକ ସ୍ଥିତ ମହିମା ମୋଟର୍ସ ନାମକ କାର ସୋରୁମ କୁ କାର କିଣିବାକୁ ଆସିଥିବା ଗ୍ରାହକଙ୍କୁ ମାଡ ମାରି ଦୁଇ ଲକ୍ଷ ଟଙ୍କା ଲୁଟିବା ସହ ଅନ୍ୟ ଜଣେ ଗ୍ରାହକଙ୍କୁ ମଧ୍ୟ ଲୁଟିଲେ ଏବଂ ସୋରୁମ ମାଲିକଙ୍କ ବେକରୁ ସୁନା ଚେନ ଟାଣି ନେଲେ। ପାଞ୍ଚ ଜଣ ସଶସ୍ତ୍ର ଡକାୟତ ଉକ୍ତ ଘଟଣାରେ ଜଡ଼ିତ।ଆକ୍ରମଣ ର ଶିକାର ସୋରୁମ ମାଲିକଙ୍କ ସହ ଦୁଇ ଗ୍ରାହକ ଗୁରୁତର।ମଞ୍ଚେଶ୍ୱର ଥାନାରେ ହେଲା ଅଭିଯୋଗ।

Leave A Reply

Your email address will not be published.