ବସ ଦୁର୍ଘଟଣା Current By MEDIA INDIA News On Jun 3, 2019 0 126 Share କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରାଜାମୁଣ୍ଡା ଠାରେ ଘରୋଇ ବସ ସାଇ ମଣିକ୍ୟ ଭାରସାମ୍ୟ ହରାଇ ଓଲଟି ୨୦ଜଣ ଯାତ୍ରୀ ଆହତ ହୋଇଛନ୍ତି।ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କରି ଜୟପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଜୟପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 0 126 Share FacebookTwitterGoogle+ReddItWhatsAppPinterestEmail