Webportal

ବର୍ତ୍ତୃଛନ୍ତି ବଡବଡ଼ିଆ, ପୁଣି ଧରାପଡିଲେ ତଳତଳିଆ କର୍ମଚାରୀ ଭିଜିଲାନ୍ସ ବିଭାଗ ଦ୍ଵାରା

0 291

ଆଜି ଅନୁଗୁଳ ଜିଲ୍ଲାର ସମଲ ବ୍ୟାରେଜ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ର ବରିଷ୍ଠ କିରାଣୀ ପ୍ରଦ୍ୟୁମ୍ନ କୁମାର ବେହେରା ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ସାରାକିଶୋରପାଳ ଗ୍ରାମର ଅକ୍ଷୟ କୁମାର ସାହୁଙ୍କ ଠାରୁ ଠିକା ପଞ୍ଜିକରଣ ଲାଇସେନ୍ସ ଦେବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ବିଭାଗ ଦ୍ଵାରା ଧରା ପଡିଛନ୍ତି।ଉକ୍ତ ଟଙ୍କାକୁ ଜବତ କରାଯାଇଛି।ଏହି ସନ୍ଦର୍ଭରେ ଭିଜିଲାନ୍ସ ବିଭାଗ ପକ୍ଷରୁ କେଶ ନମ୍ବର ୧୦ ତା ୨୯.୮.୨୦୧୯ ରୁଜୁ କରାଯାଇଛି।ତାଙ୍କୁ କୋର୍ଟ ଚାଲାଣ କରାଯିବ।

Leave A Reply

Your email address will not be published.