ବନବିଭାଗ ଦ୍ୱାରା ଜବତ ହେଲା ଚୋରା କାଠ Crime By MEDIA INDIA News On Aug 15, 2019 0 227 Share ଅନୁଗୁଳ ଜିଲ୍ଲାର ପାଲଲହଡା ରେଞ୍ଜ ରେ ବନ ବିଭାଗ କୁ ମିଳିଲା ବଡ ସଫଳତା।ନଗିରା ଅଞ୍ଚଳରୁ ଚୋରାରେ କାଠ ପଟା ଚାଲାଣ ସମୟରେ ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର କାଠ ପଟା ସମେତ ଦୁଇ ଗିରଫ ଏବଂ ସ୍କରପିଓ ଓ ବୋଲେରୋ ଜବତ। 0 227 Share FacebookTwitterGoogle+ReddItWhatsAppPinterestEmail