ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଗାଡି ଦୁର୍ଘଟଣାଗ୍ରସ୍ତ Current By MEDIA INDIA News On May 14, 2020 0 428 Share ପ୍ରବାସୀ ଓଡ଼ିଆ ମାନଙ୍କୁ ନେଇ ବୌଦ୍ଧ ରୁ ଅନୁଗୁଳ ଆସୁଥିବା ଗାଡି ଗତକାଲି ମଧ୍ୟରାତିରେ ଠାକୁରଗଡ ନିକଟରେ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ।ସମସ୍ତ ଯାତ୍ରୀ ସୁରକ୍ଷିତ ଅବସ୍ଥାରେ ସ୍ଥାନୀୟ ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ଉଦ୍ଧାର ହୋଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ। 0 428 Share FacebookTwitterGoogle+ReddItWhatsAppPinterestEmail