Webportal

ପୋଖରୀରେ ବୁଡି ଯୁବକ ମୃତ

0 248

ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ବାଗଡିଆ ଗାଁର ପୋଖରୀରେ ବୁଡି ଯୁବକ ମୃତ। ମୃତକ ହେଲେ ବାଗଡିଆ ଗାଁର ଶରତ ଗୋଛୟତ ଯିଏ ଆଜି ଗାଧେଇବା ସମୟରେ ତାଙ୍କର ଗୋଡ ଖସି ଯାଇଥିଲା ଓ ପୋଖରୀରେ ଅଧିକ ଜଳ ଥିବାରୁ ବୁଡିଯାଇଥିଲେ।ଖମାର ଗାଁର ଜଣେ ଯୁବକ ରାସ୍ତାରେ ଯାଉଥିବା ସମୟରେ ଲୋକଟିକୁ ଉଦ୍ଧାର କରି ବାଗଡିଆ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ନଥିବାରୁ ତାଙ୍କୁ ଦମକଳ ବାହିନୀ ଗାଡି ସାହାଯ୍ୟରେ ଛେଣ୍ତିପଦା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ଯେଉଁଠି ଡାକ୍ତର ମୃତ ଘୋଷଣା କରିଥିଲେ। ଛେଣ୍ତିପଦା ପୋଲିସ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।ଅନ୍ୟ ପକ୍ଷରେ ବାଗଡିଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ନଥିବାରୁ ଘଟଣା କୁ ନେଇ ଉତେଜନା ମଧ୍ୟ ଦେଖାଯାଇଥିଲା।

Leave A Reply

Your email address will not be published.